ଆସିକା: ଆସିକା ସହର ତଥା ଏହାର
ଆଖପାଖ କେତେକ ଅଞ୍ଚଳରେ ଛତୁ ଫୁଟିଲା ଭଳି ପାଥୋଲାବ୍ କେନ୍ଦ୍ର
ଗଢିଉଠିଛି । ସେଗୁଡିକ ମଧ୍ୟରୁ ବହୁ
ପାଥୋଲାବ ବିନା ପଞ୍ଜି କରଣରେ
ବାଇଁ ଥିବା ନେଇ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସ୍ଵାସ୍ଥ୍ୟ ବିଭାଗ
ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ
ପ୍ରକାଶଥାଉକି, ଦିନକୁ ଦିନ ଆସିକା ଅଞ୍ଚଳରେ ବେଆଇନ ପାଥୋଲାବ୍ କ୍ଲିନିକ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ସରକାରୀ ନୀତି ନିୟମକୁ ଉଲଙ୍ଘନ କରି ବହୁ ଅନଭିଜ୍ଞ ବ୍ୟକ୍ତି ପାଥୋଲାବ୍ ଖୋଲି ବିଭିନ୍ନ ପ୍ରକାର ପରୀକ୍ଷା କରୁଥିବା ଚର୍ଚ୍ଚା
ହେଉଛି । ହେଲେ ଅଭିଜ୍ଞତା ନ ଥିବା
ବିନା ପଞ୍ଜୀକରଣରେ ଚାଲୁଛି ପାଥୋଲାବ୍
॥ ପରୀକ୍ଷା ରିପୋର୍ଟରେ ରହୁନି ତାଳମେଳ
ରୋଗୀଙ୍କ ଜୀବନ ସହ ଖେଳ କରୁ ଥିବା ନେଇ ଅଭିଯୋଗ ହୋଇଛି।ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ସ୍ଵାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବେଆଇନ ଭାବେ ଚାଲି ଥିବା
ପାଥୋଲୋଜି କେନ୍ଦ୍ର ଗୁଡିକୁ ବନ୍ଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି। ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି ପାଥୋଲାବ୍ ପରୀକ୍ଷା କେନ୍ଦ୍ରର ରିପୋର୍ଟରେ ତାଳମେଳ ରହୁନଥିବାଆଲୋଚିତ ହେଉଛି । ଫଳରେ
ଅନେକ ସମୟରେ ରୋଗୀମାନେ
ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।ସରକାରଙ୍କ ନିୟମ ଅନୁସାରେ ପାଥୋଲାବ ଖୋଲିବା
ସମୟରେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ନୀତିନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ ସ୍ଵତନ୍ତ୍ରନିର୍ଦ୍ଦେଶ ରହିଛି। ପାଥୋଲାବ ପାଇଁ ଜଣେ ଏମ୍ ବିବିଏସ୍ ଡିଗ୍ରୀଧାରୀ
କନ୍ ସଲଟାଣ୍ଟ ରହିବା ସହପାଥୋଲାବ୍ରେ ୩ଟି ଘର, ୩ ଜଣ ତାଲିମଧାରୀ ପାଥୋଲୋଜିଷ୍ଟମାନେ କାର୍ଯ୍ୟ କରିବାର ନିୟମ ମଧ୍ୟ ରହିଛି।ସେହି ପରି କୌଣସି ସ୍ବୀକୃତୀପ୍ରାପ୍ତ ଅନୁଷ୍ଠାନ ଦ୍ଵାରାଏଆଇସିଟିଇ ଦ୍ଵାରା ଅନୁମୋଦିତ ପାଇଥିବା ସଂସ୍ଥାରୁ
ଲାବୋରଟୋରୀ ଟେକ୍ନିସିଆନ୍ ଦକ୍ଷତା
ଟେକ୍ନିସିଆନ୍ ରହିବା କଥା। ଏହାସହ ଓ ପ୍ରମାଣପତ୍ର ହାସଲ ପରେ ପାଥୋଲାବ୍ ପାଇଁ ପାଥୋଲୋଜି, ପଥେଳାବରେ କାର୍ଯ୍ୟ କରିବାର ନିୟମ ବାୟୋକେମିଷ୍ଟ,
ମାଇକ୍ରୋବାୟୋଲୋଜି ରହିଛି । କିନ୍ତୁ ଆସିକା ଅଞ୍ଚଳରେ ଏହାର ସଂପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।
ଆସିକା ଅଞ୍ଚଳରେ ଥିବା ଶତାଧୀକ
ପାଥୋଲୋଜି କେନ୍ଦ୍ର ଗୁଡିକ ମଧ୍ୟରୁ ମାତ୍ର
ହାତଗଣତି କିଛି ପାଥୋଲୋଜି କେନ୍ଦ୍ର
ସରକାରୀ ନୀତି ନିୟମ ଅନୁଯାୟୀ
ପରିଚାଳିତ ହେଉଥିଲା ବେଳେ ପ୍ରାୟ
୮୦ ପ୍ରତିଶତ ପାଥୋଲୋଜି କେନ୍ଦ୍ର
ଅନଭିଜ୍ଞ ବେକାର ଯୁବକ ଯୁବତୀମାନଙ୍କ
ଦ୍ଵାରା ପରିଚାଳିତ ହେଉଛି । ଏହି
ବେଆଇନ ଭାବେ ଚାଲିଥିବା ପାଥୋଲୋଜି କେନ୍ଦ୍ର ଗୁଡିକରେ କାର୍ଯ୍ୟ କରୁଥିବା ଯୁବକମାନେ କୌଣସି ସଂସ୍ଥାର
ତାଲିମ୍ ପାଇବା ତ ଦୂରର କଥା
ସେମାନଙ୍କର ରକ୍ତ, ମଳ, ମୂତ୍ର
ଅନ୍ୟାନ୍ୟ ପରୀକ୍ଷା ନୀରିକ୍ଷା କରିବା
ସଂପର୍କରେ ସାଧାରଣ ଜ୍ଞାନ ମଧ୍ୟ ନଥିବା
ଜଣାପଡିଛି। ଗ୍ରାମାଞ୍ଚଳର ଅଶିକ୍ଷିତ
ରୋଗୀମାନେ ଏହି ଅନଭିଜ୍ଞ, ବେକାର
ଯୁବକ ଯୁବତୀ ମାନଙ୍କ ଦ୍ଵାରା ପ୍ରଦତ୍ତ
ରିପୋର୍ଟକୁ ଅଧର କରି ଔଷଧ ଖାଉଥିବା
ମଧ୍ଯ ଜଣାପଡିଛି। ଫଳରେ ରୋଗୀଙ୍କ
ଜୀବନ ସହ ଖେଳୁଥିବା ଅଭିଯୋଗ
ହେଉଛି । ତୁରନ୍ତ ଏ ଦିଗରେ ପଦକ୍ଷେପ
ଗ୍ରହଣ କରିବା ପାଇଁ ଦାବି ହୋଇଛି।