Search
Close this search box.

୭୦ ଟ୍ରକ ବାଲି ଉପରେ ନାଲି ପତାକା ପୋତିଲା ତହସିଲ

0
SHARES
23
VIEWS

ଆସିକା: ରାଜ୍ୟର ବହୁ ଚର୍ଚ୍ଚିତ > ବାଲି ମାଫିଆଙ୍କ ଆଡ୍ଡାସ୍ଥଳୀ ସାଜିଛି ଆସିକା । ଆସିକା ସହର ମଧ୍ୟରେ ଥିବା ସୁନାମ୍ବ ସାହି ଶେଷ ମୁଣ୍ଡରେ ୭୦ ଟ୍ରକରୁ ଗଛିତ ବେଆଇନ ବାଲି ଗଦା ଉପରେ ଶୁକ୍ରବାର ଆସିକା ତହସିଲ ପକ୍ଷରୁ ନାଲି ପତାକା ପୋତାଯାଇଛି । ତହସିଲ ଅଫିସଠାରୁ ୧କିମି ଦୂରରେ ଋଷିକୂଲ୍ଯା ନଦୀର ର ସୁନାମ୍ବ ସାହିରେ ଶ୍ମଶାନ ଘାଟ ରହିଛି। ଏହି ଘାଟ କେବେ ମଧ୍ୟ ମଧ୍ୟ ସରକାରଙ୍କ ସର ପକ୍ଷ ପକ୍ଷରୁ ନିଲାମ କରାଯାଇନାହିଁ । ଏହା । ଏହା ସତ୍ତ୍ୱେ ଦୀର୍ଘ ବର୍ଷ ଦୀର୍ଘ ବର୍ଷ ଧରି ରାତି ତମ ତମାମ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ସୁନାମ୍ବ ସାହି, ତାଲୁକା ରୋଡ଼, ପା ପାକଲା ପଲ୍ଲୀ ଜନବସତି ଦେଇ ଚୋରା ବାଲି ଚାଲାଣ ହେଉଛି । ପ୍ରତ୍ୟେକ ଦିନ ଟ୍ରାଫିକ ଜାମ୍ ସାଙ୍ଗକୁ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ବାଲି ଧୂଳିରେ

ଅଞ୍ଚଳ ପରିବେଶ ଦୂଷିତ ହେବା ସହ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଛି । ଆସିକା ତହସିଲ ଅଫିସ ସମ୍ମୁଖ ଦେଇ ଅବାଧରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ସ୍ଥାନୀୟ ବାସିନ୍ଦା କାଉନସିଲର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ଓ ବିଧାୟକ, ଜିଲ୍ଲାପାଳ, ଉପଜିଲ୍ଲାପାଳ ତହସିଲଦାର, ଲଘୁଖଣିଜ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହି ଘାଟରୁ ବାଲି ଚାରା ଚାଲାଣ ବନ୍ଦ ହେଉନାହିଁ । ଏହି ଘାଟ ଆସିକା ଚୋରା ଚାନ କିମ୍ବା ମାମଲା ରୁଜୁ ଓ ମୁଣ୍ଡ

ଟାଉନ ରାଜସ୍ୱ ନିରୀକ୍ଷକ, ଆସିକା ତହସିଲଦାର, ଅତିରିକ୍ତ ତହସିଲଦାର ଦାୟିତ୍ବରେ ଥିବା ସତ୍ତ୍ୱେ କିଭଳି ବାଲି ଚୋରା ଚାଲାଣ ହେଉଛି ତାହା ଭଳି ଭାବେ ସହରବାସୀଙ୍କୁ ଚଳିତ କରିଛି । ତହସିଲ 3 ଥାନା ପକ୍ଷରୁ ଧର୍ମକୁ ଆଖୁଠାର ଭଳି ନାମକୁ ମାତ୍ର କେତେକ ଟ୍ରାକ୍ଟର, ଟ୍ରକକୁ ମାସକୁ ଥ ଥର ଚାଲାଣ କାଟି ଥରେ ଦୁଇ ଥର ଅନ୍ୟ ପଟରେ ସ୍ଥାନୀୟ ବୁଦ୍ଧିଜୀବୀ ଆସିକା ତହସିଲର ସୁନାମ୍ବ ଶ୍ମଶାନ ବାଲିଘାଟ ଅଫିସ ଖର୍ଚ୍ଚ ବାଲି ଘାଟରେ ପରିଣତ ପରି ହୋଇଛି । । ଏହି ଏହି ଘାଟର ଚୋରା ବାଲି ଚାଲାଣ କରି କାର୍ଯ୍ୟ ତୁଲାଇ ଦେଉଛନ୍ତି । ଆସିକା ବାଲି ମାଫିଆଙ୍କ କବଜାରେ ଆସିକା ତହସିଲ ରହିଥିବା ଅଭିଯୋଗ ହେଉଛି । ଯଦି ଜିଲ୍ଲା ପ୍ରଶାସନ ଏହା ଉପରେ ରୋକ ନ ଲଗାଏ ତେବେ ଆସିକାରେ ପୁଣି ଗଡ଼ିବା ଆଶଙ୍କାକୁ ଆଡେଇ ଦିଆଯାଇପାରିବ ନାହିଁ 

    Related News

    Follow Us