Search
Close this search box.

ଡାକ୍ତରଙ୍କୁ ୨ ବର୍ଷ ଜେଲ୍

0
SHARES
7
VIEWS

ଲାଞ୍ଚ ନେଇ ଧରାପଡିଥିବା ଡାକ୍ତରଙ୍କୁ ୨ ବର୍ଷ ଜେଲ୍ । ଡାକ୍ତର କରୁଣାକର ରାଉତଙ୍କୁ ଦଣ୍ଡାଦେଶ କଲେ ଭିଜିଲାନ୍ସ କୋର୍ଟ । ୨୦୧୩ରେ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡିଥିଲେ । ଯାଜପୁର ମଧୁବନରେ କାର୍ଯ୍ୟରତ ଥିବା ବେଳେ ଧରାପଡିଥିଲେ । ଜଣେ କର୍ମଚାରୀଙ୍କ ଛୁଟିକୁ ନିୟମିତ କରିବାକୁ ଲାଞ୍ଚ ନେଉଥିଲେ । ଏବେ ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି ଡାକ୍ତର କରୁଣାକର, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us