Search
Close this search box.

ସ୍କୁଲ ଯିବାକୁ ରାସ୍ତା ସାଜୁଛି ବାଧକ ଲହୁଣୀପଡ଼ା

0
SHARES
0
VIEWS

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଳକ ଅନ୍ତର୍ଗତ ବରସୁଆଁ ଅଞ୍ଚଳରେ ଅତ୍ୟଧିକ ଗାଡି ଜାମ ଯୋଗୁ ସ୍କୁଲ ପିଲାଙ୍କ ଯାତାୟାତ ବାଧାପ୍ରାପ୍ତ ସୂଚନା ମୁତାବକ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବରସୁଆଁ ନିକଟରେ ଥିବା ସରସ୍ଵତୀ ଶିଶୁ ମନ୍ଦିରକୁ ପାଠ ପଢ଼ିବା ପାଇଁ ପ୍ରତ୍ୟେକ ଦିନ ଶତାଧିକ ସ୍କୁଲ ଛାତ୍ରଛାତ୍ରୀ ମାନେ ଯାଉଥିବା ବେଳେ ଏହି ବାଟ ଦେଇ ବାହାରୁ ଏବଂ ଟେନସା ରୁ ବରସୁଆଁ ଆସୁଥିବା ଟ୍ରକ୍ ଗୁଡ଼ିକ କୈାଣସି କାରଣ ବଶତଃ ରାସ୍ତାରେ ଅଟକି ଥିଲେ ଯାହାଫଳରେ ସ୍କୁଲ ନିକଟକୁ ଯିବା ପାଇଁ ସମ୍ପୁର୍ଣ୍ଣ ରାସ୍ତା ଟି ବନ୍ଦ ହୋଇଯାଇଥିଲା ଯାହା ଫଳରେ ସ୍କୁଲ ଯିବାପାଇଁ ରାସ୍ତା ର ବାଧାସୃଷ୍ଟି ହୋଇଛି ଏହିଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ନଚେତ ଏହିଭଳି ସ୍ଥିତିରେ ସ୍କୁଲ ପିଲା ଦୁର୍ଘଟଣା ରେ ଶିକାର ହୋଇ ପାରନ୍ତି ଏଥିପାଇଁ ସ୍ଥାନୀୟ ଅଞ୍ଚଳ ବାସୀ ଓ ବରସୁଆଁ ଟିପର ଆସୋସିଏସନ୍ ମାଲିକ ମାନଙ୍କର ଦାବି ରହିଛି ଠିକ୍ ଜାଗାରେ ରଖାଯିବା ସହିତ ସ୍କୁଲ ର ଚଲା ପଥକୁ ଅବରୋଧ କରା ନଯାଉ ଯଦି ଏହିଭଳି କରାନଯାଏ ଯଦି କୈାଣସି ଦୁର୍ଘଟଣା ଘଟେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ସୁନ୍ଦରଗଡ଼ ରୁ ଦୀପ୍ତି ରଞ୍ଜନ ନାୟକ ଙ୍କ ରିପୋଟ

    Related News

    Follow Us