Search
Close this search box.

ରାଜ୍ୟପାଳଙ୍କ ଢେଙ୍କାନାଳ ଗସ୍ତବେଳେ ମହିମା ଗାଦି ଦର୍ଶନ

0
SHARES
9
VIEWS

ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଙ୍କ ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତ ଏହି ଅବସରରେ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ଗାଦିରେ ପହଞ୍ଚିବା ପରେ ଶୂନ୍ୟ ମନ୍ଦିରରେ ପହଞ୍ଚି ପ୍ରଭୁ କୃପା ଲାଭ କରିଥିଲେ ଏହା ପରେ ବାବା ମାନଙ୍କ ସହ ଆଲୋଚନା କରିଥିଲେ ନିକଟରେ ଥିବା ଏକ ବୃଦ୍ଧାଶ୍ରମ ବା ବରିଷ୍ଠ ନାଗରିକ ଗୃହ ବୁଲି ଦେଖିଥିଲେ ସେଠାରେ ପହଞ୍ଚିବା ପରେ ଅନ୍ତବାସୀ ମାନେ ସଂକୀର୍ତ୍ତନ ମାଧ୍ୟମରେ ରାଜ୍ୟପାଳଙ୍କୁ ପାଛୋଟି ନେଇଥିଲେ ଏହା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ ସେଠାରେ ଉପସ୍ଥିତ ଥିବା ଅନ୍ତ ବାସୀ ମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ ସେମାନଙ୍କ ସହିତ ତାଙ୍କ ପରିବାର ଙ୍କ ବିଷୟରେ ଆଲୋଚନା କରିଥିଲେ ଆଜିର ଦୁନିଆରେ ସମାଜକୁ ନେଇ ଦୁଃଖ ପ୍ରକାଶ କରିଥିଲେ ଯୋରନ୍ଦା ଗ୍ରାମ ପଞ୍ଚାୟତ ଅଫିସ୍ କୁ ଯାଇ ପଞ୍ଚାୟତ ବିଷୟରେ ଆଲୋଚନା କରିବା ସହିତ ସେଠାରେ ଥିବା ମହିଳା ଗୋଷ୍ଠୀ ମାନଙ୍କୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ପରେ କପିଳାସରେ ବାବା ଚନ୍ଦ୍ରଶେଖର ଙ୍କୁ ଦର୍ଶନ କରିସାରିବା ପରେ ବିଶ୍ଵନାଥପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ସେଠାକାର ସ୍ଥିତି ପରଖିବା ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ଏପରିକି ଦେଓଗାଁ ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର- ୨ ବୁଲି ଦେଖିଥିଲେ। ଶେଷରେ ଢେଙ୍କାନାଳ ଫେରି ସର୍କିଟ ହାଉସ୍ ରେ ରାତ୍ରି ଯାପନ କରିଥିଲେ ତାପରଦିନ ଅନଗୁଳ ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ମିଳିଛି ପ୍ରମୋଦ କୁମାର ପରିଡ଼ା ଙ୍କ ରିପୋର୍ଟ ସଂଘର୍ଷ ଟିଭି

    Related News

    Follow Us