ଭୁବନେଶ୍ବର ନୂଆ DCP ଭାବେ ଦାୟିତ୍ବ ନେଲେ ୨୦୧୧ ବ୍ୟାଚ୍ର IPS ଅଫିସର ପିନାକ ମିଶ୍ର,
ଅତିରିକ୍ତ ପୁଲିସ କମିଶନର ଉମା ଶଙ୍କର ଦାସ ମଧ୍ୟ କମିସନରେଟ୍ ପୋଲିସ ମୁଖ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି, ଦାୟିତ୍ଵ ଗ୍ରହଣ ପରେ ସେମାନଙ୍କୁ କମିଶନରେଟ୍ ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଛି, ପାର୍ବଣ ଋତୁରେ କଟକ ଭୁବନେଶ୍ଵରକୁ ଅପରାଧମୁକ୍ତ କରିବା ଓ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ୨ ଅଧିକାରୀ କହିଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ