Search
Close this search box.

ବଣ ମଲ୍ଲି ବଣ ରେ ଫୁଟି ଲେ ବି ଚାରି ଆଡେ ମହକି ଥାଏ

0
SHARES
3
VIEWS

ବଣ ମଲ୍ଲି ବଣ ରେ ଫୁଟି ଲେ ବି ଚାରି ଆଡେ ମହକି ଥାଏ, ଯାଜପୁର ଜିଲ୍ଲା ପାଟପୁର ଗାଁ ର ଛୋଟ ଝିଅ ସର୍ବେ ଗୁଣେ ସମ୍ପୂଣା ନାଚ, ଗୀତ ଚିତ୍ର କରିବା ଠାରୁ କୌଣସି ଗୁଣରେ କମ ନୁହେଁ, ଗତ କାଲି ଭୁବନେଶ୍ୱର ଚାନ୍ଦି ଭଣ୍ଡାର ସୋ ରୁମ ରେ ଚାଲି ଥିବା ନୃତ୍ୟ ପ୍ରତି ଯୋଗିତା ରେ ସମସ୍ତ ପ୍ରତିଯୋଗୀ ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ଯାଜପୁର ଜିଲ୍ଲା ଲାଗି ଗୌରବ ଆଣିଛନ୍ତି ସେହି ଛୋଟ ଝିଅ ସିନ୍ଧୁ ଶ୍ରୀୟା ମହାନ୍ତି, ମାତା ଲୋପାମୁଦ୍ରା ମହାନ୍ତି ଆଉ ପିତା ଶିବ କେତନ ମହାନ୍ତି ଙ୍କ ସୁନା ଝିଅ ସିନ୍ଧୁ, ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us