୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
‘ଗୁଲମୋହର’କୁ ଶେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର-କାନ୍ତାରା ଫିଲ୍ମ ପାଇଁ ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା-ଭିଜୁଆଲ ଇଫେକ୍ଟ ଓ ଆନିମେସନ ପାଇଁ ‘ବ୍ରହ୍ମାସ୍ତ୍ର’ ଶ୍ରେଷ୍ଠ ଫିଲ୍ମ-ଲୋକପ୍ରିୟ ଚଳଚ୍ଚିତ୍ର ଭାବେ...
‘ଗୁଲମୋହର’କୁ ଶେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର-କାନ୍ତାରା ଫିଲ୍ମ ପାଇଁ ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା-ଭିଜୁଆଲ ଇଫେକ୍ଟ ଓ ଆନିମେସନ ପାଇଁ ‘ବ୍ରହ୍ମାସ୍ତ୍ର’ ଶ୍ରେଷ୍ଠ ଫିଲ୍ମ-ଲୋକପ୍ରିୟ ଚଳଚ୍ଚିତ୍ର ଭାବେ...
ମେଲ୍ ଯୋଗେ AICCକୁ ପଠାଇଲେ ଇସ୍ତଫା ପତ୍ର ।-କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ ।-ମେଲ୍ ଯୋଗେ AICCକୁ ଇସ୍ତଫା ପତ୍ର ପଠାଇଲେ-ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ପରାସ୍ତ...
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବେ ପରିଚିତ ଡିଆରଡିଓ କ୍ଷେପଣାସ୍ତ୍ର ବୈଜ୍ଞାନିକ ପଦ୍ମଭୂଷଣ ଡ. ରାମ ନାରାୟଣ ଅଗ୍ରୱାଲଙ୍କ ଗୁରୁବାର...
ଓଡ଼ିଶାରେ ପହଞ୍ଚିବା ପରେ ହକି ତାରକା ଅମିତ ରୋହିଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅମିତ ରୋହିଦାସଙ୍କୁ ସ୍ଵାଗତ...
ବିଜେଡିକୁ ବାଏ ବାଏ କଲେ ବିଏମସି କର୍ପୋରେଟର ବନ୍ଦିତା ପାଲ୍ବିଏମସିର ୩୭ ନମ୍ବର ୱାର୍ଡର କର୍ପୋରେଟର ହେଉଛନ୍ତି ବନ୍ଦିତା ପାଲ୍ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ...
କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ର-ରେଡ୍ ବେଳେ କଟକ ଓ ଭୁବନେଶ୍ବରର ୨ଟି ବିଲ୍ଡିଂ ଠାବ-ଟ୍ବିନ୍ ସିଟିରେ ୨ଟି ପ୍ଲଟ୍ , ନଗଦ ୧ ଲକ୍ଷ...
ଖୁରାନିଆ ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍-ଚାକିରି କାଳ ଆରମ୍ଭରେ ୫ ଜିଲ୍ଲାର ଏସ୍ପି ଭାବେ କାର୍ଯ୍ୟ କରିଥିଲେ-ନୟାଗଡ଼ , ଯାଜପୁର , ଗଂଜାମ , ମୟୂରଭଂଜ...
ReplaceR ଚାନ୍ଦବାଲି:- ଧାମରାଠାରେ ମେଡିକାଲ ସହିତ ଅନ୍ଯ ସ୍ଥାନରେ ୭୮ତମ ସ୍ବାଧିନତା ଦୀବସ ପାଳିତ ହୋଇଯାଇଛି |ପ୍ରଥମେ ମେଡିକାଲର ଫାର୍ମାସିଷ୍ଟ ସୌଗତ୍ ବାରିକ୍,ସୁରକ୍ଷାପ୍ରଦାନ କରୁଥିବା ଅମର ପୁଷ୍ଟି,ଲାବ୍ରୋଟୋରିସିଆନ...
ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସ୍ବାଧୀନତା ଦିବସ ଅବସରରେ ଛୁଟି ଘୋଷଣା-କର୍ମଜୀବୀ ମହିଳାଙ୍କ ପାଇଁ ଗୋଟିଏ ଦିନର ଛୁଟି-‘ସରକାରୀ ଓ ଘରୋଇ କର୍ମଜୀବୀ ମହିଳାଙ୍କୁ ମିଳିବ...
ଆଜି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ବାଳକାଟିଠାରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ ତନ୍ମୟ ତ୍ରିପାଠୀ ଓ Counsellor ଶର୍ମିଷ୍ଠା, ଶ୍ରଦ୍ଧା ପରାମର୍ଶ ଓ ପରୀକ୍ଷା କ୍ଲିନିକ ଉଦଘାଟନ କରିଥିଲେ...
© 2023 Sangharsa Tv. All Rights Reserved. Developed by MoveDigitals.