ପରିବେଶ କୁ ସରସ ସୁନ୍ଦର ଏଵଂ ସଫା ରଖିବା ପାଈଁ କୋଦଳା NAC ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରୀ ରହିଛି |
କୋଦଳା ୯/୭/୨୪ :ପରିବେଶ କୁ ସରସ ସୁନ୍ଦର ଏଵଂ ସଫା ରଖିବା ପାଈଁ କୋଦଳା NAC ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରୀ ରହିଛି | ଏହି...
କୋଦଳା ୯/୭/୨୪ :ପରିବେଶ କୁ ସରସ ସୁନ୍ଦର ଏଵଂ ସଫା ରଖିବା ପାଈଁ କୋଦଳା NAC ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରୀ ରହିଛି | ଏହି...
ଆସିକା-୭/୭୨୪ଆସିକାର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଗହଳିରେ ପରିପୂର୍ଣ୍ଣ ହୋଇଥିଲା ସମ୍ପୂର୍ଣ୍ଣ ଆସିକା ସହର। ସହରର ବିଭିନ୍ନ ସାହିରେ ଆଡମ୍ବର ସହକାରେ...
ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ୟ୍ୟ ଦେଇଛନ୍ତି ବଡ ବୟାନ। ଶଙ୍କରାଚାର୍ଯ୍ୟ କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ...
ସାମାନ୍ୟ ବର୍ଷାରେ ବୁଡ଼ିଲା ଇସ୍କନ ସମ୍ମୁଖ ରାସ୍ତା। ଭସିଲା ବାଇକ୍ ଓ ସ୍କୁଟି। ରଥ ଚକାକୁ ଛୁଇଁଲା ପାଣି। ଇସ୍କନ୍ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିବା...
ଦେଖନ୍ତୁ ପୁରୀ ବଡ଼ଦାଣ୍ଡର କିଛି ଫଟୋ, ନୃତ୍ୟରେ ନିମଗ୍ନ କିଛି ଭକ୍ତ | ପହଣ୍ଡି ନୀତି ପୂର୍ବରୁ ନବନିର୍ମିତ ରଥର ପ୍ରତିଷ୍ଠା ପୂଜାର ସୁନ୍ଦର ଦୃଶ୍ୟ..
ଚାନ୍ଦବାଲି ତାରିଖ ୭/୦୭/୨୦୨୪ ଧାମରା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରପ୍ରାଙ୍ଗଣରେ ୭୫ତମ ବନ୍ଯମହତ୍ସୋବ ସାପ୍ତାହିକ କାର୍ଯ୍ଯକ୍ରମରେବିଭିନ୍ନ ପ୍ରକାରର ଔଷଧୀୟ ବୂକ୍ଷ ରୋପଣ କରାଯାଇଥିଲା ଯଥା ହରିଡା,ବାହାଡା,ଅଁଳା,ଗଙ୍ଗଶିଉଳି,ହାଡଜୋଡି,ଆଲୋଭେରା,ଗବ,ଲିମ୍ବ,ପାତାଳଗରୁଡ,ଇନସୁଲିନ,କଳାତୁଳସୀ,ବ୍ରାହ୍ମଣୀ,ସଦାବିହାରୀ,ଗିଲୋଇ,ଜାମ୍ବ,କରମଙ୍ଗା ଏବଂ ଅନେକ...
ମାଲକାନଗିରି ଜିଲ୍ଲାରୁ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର!!୧୦୨ ଛାତ୍ରଛାତ୍ରୀରେ ଦୁଇ ଜଣ ଶିକ୍ଷକ!!ବିଦ୍ୟାଳୟ ଭିତ୍ତିଭୂମି ଅଭାବରୁ ରାସ୍ତା ରୋକ୍ କରି ରାଜରାସ୍ତାରେ ସ୍ଵପ୍ନ ସାଉଁଟିବାର ଚେଷ୍ଟାରେ କୋମଳମତି...
କୃଷି ଭବନରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ସମୃଦ୍ଧ କୃଷକ ନୀତି ଅଣାଯିବଉତ୍ପାଦନଠୁ ମାର୍କେଟିଂ ଯାଏଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ |କୃଷି...
ରାଜ୍ୟରେ ଖାଲି ପଡ଼ିଥିବା ପ୍ରାୟ ୧.୩୦ ଲକ୍ଷ ସରକାରୀ ମୂଳପଦବୀକୁ ତ୍ୱରିତ୍ ପୂରଣ କରିବା ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ସପ୍ତାହକ ମଧ୍ୟରେ...
ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିଗୁଡ଼ିକୁ ଜବରଦଖଲମୁକ୍ତ କରିବାକୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସହର ଓ ଗାଁରେ ଜବରଦଖଲରେ...
© 2023 Sangharsa Tv. All Rights Reserved. Developed by MoveDigitals.