Search
Close this search box.

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ୨୦୨୪ରେ ମହକିଲେ ମାଲକାନଗିରି ଛାତ୍ରଛାତ୍ରୀ

0
SHARES
11
VIEWS

ମାଲକାନଗିରି ରାଜ୍ୟସ୍ତରିୟ ଶିଶୁ ମହୋତ୍ସବ ୨୦୨୪ରେ ମାଲକାନଗିରି ଜିଲ୍ଲାରୁ ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସାଂସ୍କୃତିକ କାର୍ଯ୍ୟକ୍ରମପାଇଁ କୁନି କୁନି ଛତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ୨ୟ ସ୍ଥାନ ଅଧିକାର କରିଛନ୍ତି । ଏବାବଦରେ ଆୟୋଜକ ଓ ରାଜ୍ୟ ଅଧିକାରୀଙ୍କ ଠାରୁ ମାନପତ୍ର ଓ ପୁରଷ୍କାର ସ୍ୱରୂପ ଦୁଇଟି ସିଲଗ୍ରହଣ କରିଛନ୍ତି ଯାହା ମାଲକାନଗିରି ପାଇଁ ପ୍ରଥମ ହୋଇଛି । ଏହି କୁନିକୁନି ଛାତ୍ରଛାତ୍ରୀ ମାନେ ସୌଭାଗ୍ୟ ଆଣିଥିବା ବେଳେ ସେମାନଙ୍କ ସମସ୍ତ ଦାୟିତ୍ୱ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି ବହନ କରିଥିବା ବେଳେ SMC କମିଟିର ଗୌରି କପେ,ଦୟାସମରଥ,ଦୁଲାଲି ଥଣ୍ଡର ଏବଂ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଜିଲ୍ଲା ତରଫରୁ ସମଗ୍ର ଶିକ୍ଷା ବିଭାଗ ମାଲକାନଗିରି ଏହି ସୁଯୋଗ ଦେଇଥିବାରୁ ବିଦ୍ୟାଳୟର ସମସ୍ତେ କୃତଜ୍ଞତା ଜଣାଇଛନ୍ତି।

    Related News

    Follow Us