ନୀଳଗିରି :୧୦/୧୧ ନୀଳଗିରି,ଥାନା ଧୋବଶିଳା ଅଞ୍ଚଳରେ ଡବଲ ଦୁଷ୍କମ ଘଟଣାର ଭିନ ମୋଡ଼. ଗତକାଲି ଗ୍ରାମର ଦୁଇ ମହିଳା ଦୁଷ୍କମ ହୋଇଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ଦୁଇଜଣକୁ ଅଟକ ରଖି ତଦନ୍ତ କରିଥିଲା. ଅଭିଯୋଗ ଅନୁଯାଇ ଗ୍ରାମର ଜଣେ ମହିଳା ପ୍ରଥମେ ଅଭିଯୋଗ ଆଣିଥିଲେ ଗତ ୭ ତାରିଖ ରାତିରେ ଘରେ କେହି ନଥିବା ବେଳେ ଗ୍ରାମର ଜଣେ ବିବାହିତ ବ୍ୟକ୍ତି ଘରେପସୀ ଦୁଷ୍କମ କରିଥିଲେ ଅଭିଯୋଗ କରିଛନ୍ତି। ଅଭିଯୋଗର କେଇଘଣ୍ଟା ପରେ ସେହି ଦୁଷ୍କମ କରିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ ପ୍ରଥମ ଅଭିଯୋଗ ଆଣିଥିବା ମହିଳାଙ୍କ କକାଶଶୁର ତାଙ୍କୁ ବି ଦୁଷ୍କମ କରିଛନ୍ତି। ଏ ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତ କୁ ଅଟକ ରଖି ଆଜି ଦୁଇ ମହିଳା ଙ୍କୁ ଡାକ୍ତରୀ ମଇନା ପାଇଁ ନେଇଥିବା ବେଳେ ଦ୍ୱିତୀୟ ଅଭିଯୋଗ ଆଣିଥିବା ମହିଳା ମାନିଥିଲେ ସତ, ଡାକ୍ତରୀ ମଇନା ପାଇଁ ମନା କରିବା ସହ ସ୍ୱାମୀଙ୍କୁ ବଞ୍ଚାଇବାକୁ ଏଭଳି ମିଥ୍ୟା ଅଭିଯୋଗ କରିଥିବା କହିଥିଲେ। ଯଦି ତାଙ୍କ ସ୍ବାମୀ ଦୋଷ କରିଛନ୍ତି ତାହେଲେ ଦଣ୍ଡ ପାଇବେ ବୋଲି କହିଛନ୍ତି ।
ରଶ୍ମି ସିଂ, ପୀଡ଼ିତା ପ୍ରଥମ,
ମାଳତୀ ସିଂ, ପୀଡ଼ିତା ଙ୍କ କାକୀ,
ସଙ୍ଗୀତା ବିନ୍ଧାଣି, ଦ୍ଵିତୀୟ ପକ୍ଷ, ସତ ମାନିଛନ୍ତି, ମିଛରେ କରିଥଲେ କେସ । ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।