Search
Close this search box.

ନକଲି ବିଲ୍‌ରେ ଚାଲିଛି ସୁନା ବେପାର ଗଞ୍ଜାମ ରୁ ବିପୁଳ ରାଜସ୍ବ ହରାଉଛନ୍ତି ସରକାର

0
SHARES
178
VIEWS

ନକଲି ବିଲ୍‌ରେ ଚାଲିଛି ସୁନା ବେପାରଗଞ୍ଜାମ ରୁ ବିପୁଳ ରାଜସ୍ବ ହରାଉଛନ୍ତି ସରକାର

୨୮/୧୦/୨୪ଗଞ୍ଜାମ-ଜାଣି ଅଜଣା ଅଭିନୟ କରୁଛିଜି ଏ ସ ଟି ଓ ଆୟ କର ବିଭାଗ।ଦଲାଲର ମଧ୍ୟସ୍ଥତା ରେ ଲୁଟହେଉଛି ସର କାରୀ ରାଜସ୍ଵ। ଆଗକୁଧନତେର ସ ଆସିକା ଓ କବିସୂର୍ଯ୍ୟନଗର ରେ ଗ୍ରାହକଙ୍କୁ ଲୁଟିବା ପାଇଁ ପ୍ରସ୍ତୁତହେଲେଣି ବେପାରୀ। କିଏ କେଉଁରାସ୍ତାରେ ଠକେଇ କରିବ ସେଥ‌ିପାଇଁମଧ୍ୟ ବ୍ଲୁ ପ୍ରିଣ୍ଟ କରୁଥିବା ଆଲୋଚନାହେଲାଣି। ଛୋଟିଆ ସହରରେ ମାଳମାଳ ଦୋକାନ, ସେଲ ଟ୍ୟାକ୍ସ ଓଇନକମ ଟ୍ୟାକ୍ସ ଅଧିକାରୀ ଙ୍କଅପାରଗତା ପାଇଁ ଆସିକା ଓ କବିସୂର୍ଯ୍ୟନଗର ରୁ ବିପୁଳ ରାଜସ୍ଵ କ୍ଷତି ସହୁଛନ୍ତି ସରକାର। ବର୍ଷକୁ କୋଟି କୋଟିଟଙ୍କାର ବେପାର ସତ୍ତ୍ଵେ ସରକାରପାଉନାହାନ୍ତି ରାଜସ୍ୱ । ନକଲି ବିଲରେଚାଲିଛି ବେପାର। ଗାଁ ଗହଳି ଲେ।କଙ୍କୁ ଠକି ଚାଲି ଛନ୍ତି ବେପାରୀ.. ନା ଦିଆଯାଉଛି ଜିଏସଟି ବିଲ ନା ଜିନିଷର କରାଯାଉଛି ମୂଲ୍ୟାୟନ ।ଓଡିଶାରେ ସରକାର ବଦଳିବା ପରେ ସୁନା ଦୋକାନ ରେ ଚଢ଼ାଉ କରି ଯାଞ୍ଚ ହେବ ବୋଲି ମନ୍ତ୍ରୀ। କହିଥ‌ିବା ବେଳେ ଅଧିକାରୀଙ୍କ ମାନଙ୍କ ଦାୟିତ୍ୱହୀନତା ପାଇଁ ବିପୁଳ ରାଜସ୍ୱକ୍ଷତି ସହୁଛନ୍ତି ସରକାର। ଗଞ୍ଜାମ ଜିଲ୍ଲା ର ଆସିକା ଓ କବିସୂର୍ଯ୍ୟନଗରରେ ସୁନାବେପାରରୁ ସରକାର ବିପୁଳ ରାଜସ୍ୱହରାଉଥ‌ିବା ବେଳେ ରାଜସ୍ୱ ଫାଙ୍କିଏଠି ଚାଲିଛି ନିମ୍ନ ମାନର ସୁନାବେପାର। ୨୨ କ୍ୟାରେଟ ସୁନାନା ରେ ୧୬/୧୭ କ୍ୟାରେଟ ସୁନାଦେଇ ଗ୍ରାହକ ଙ୍କୁ ଠକେଇ, କରିବାସହ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଫାଙ୍କିଚାଲୁଛି ସୁନା ବେପାର।, ଗ୍ରାହକଙ୍କୁଇନଭଏସ ହାତଲେଖା ବିଲ ଦେଇଜିଏସଟି ଠକେଇ କରାଯାଉଥ‌ିବାବେଳେ ହ୍ଲ ମାର୍କ ସୁନା ନା ରେଚାଲିଛି ବେପାର। ଅନ୍ୟପକ୍ଷରେ ଆସିକା ଓ କବିସୂର୍ଯ୍ୟନଗର ରେ ମାଳ ମାଳସୁନା ଦୋକାନ । ସୁନା ବିକ୍ରିଅନୁପାତ ରେ ସର କ।ରପାଉନାହାନ୍ତି ରାଜସ୍ୱ ସଠିକ ବିକ୍ରିର ହିସାବ ପାଉନାହାନ୍ତି ସରକାର।ନା ଆୟ ହିସାବ ପ୍ରକାରେ ସରକାରଙ୍କୁ ଦିଆଯାଉଛି ଟିକସ । ବିକ୍ରି କରଓ ଆୟକର ଫାଙ୍କି କୋଟି କୋଟି ଟଙ୍କାର ସୁନା।ବାର୍ଷିକ ବିକ୍ରି ହେଉଥ‌ିବା ଆଲୋଚନା ହେଉଛି। ଆୟକର ବିଭାଗ ଓ ବିକ୍ରି କରବିଭାଗୀୟ ଅଧିକାରୀମାନେ କେବେ ଯାଞ୍ଚ କରିବା କୁ ସମ୍ଭସୀନଥ‌ିବା ବେଳେ ସବୁ ଦଲାଲ ସୁନା ମଧ୍ୟ ସ୍ଥତି। ରେ ରଫା ଦଫ। କରାଯାଉଛି ବୋଲି ଆଲୋଚନା ହେଉଛି।ଆସିକା ଓ କବିସୂର୍ଯ୍ୟନଗର ରେ ହେବକି ଚଢ଼ାଉ।ସୁନା ରୂପାରୁ ସରକାରହରାଉଥିବା ରାଜସ୍ୱ ସରକାର ଫେରିପାଇବେ କି ବୋଲି ପ୍ରଶ୍ନ ହେଲାଣି।

    Related News

    Follow Us