Search
Close this search box.

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

0
SHARES
3
VIEWS

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍, ପ୍ରେସ୍‌ମିଟ୍‌ରେ ଘୋଷଣା କଲେ SRC, ସମସ୍ତେ ନିଜ ନିଜ ସ୍ଥାନରେ ରହି ଦାୟିତ୍ୱ ନିର୍ବାହ କରିବେ, ତେବେ ସ୍କୁଲ୍ ଛୁଟି ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ, ବର୍ଷା ସ୍ଥିତିକୁ ଦେଖି ସ୍କୁଲ୍ ଛୁଟି ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି କହିଛନ୍ତି SRC, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us