BJP ର ଗେରୁଆ ରଙ୍ଗ ଚାରିଆଡ଼େ ରହିବା ଦରକାର
କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଥମେ ଲକ୍ଷ୍ମୀ ବସ ରଙ୍ଗ ବଦଳାଇ କଲେ ଗେରୁଆ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଇଉନିଫର୍ମ ଗେରୁଆ ତାହା ପୁଣି ସରକାର ଖର୍ଚ୍ଚରେ ସରକାର ଏତିକିରେ ସନ୍ତୁଷ୍ଟ ହେଲେନି ଏଥର ସରକାରଙ୍କ ନଜର ପଡିଲା ସବୁ ଅଫିସ କୋଠା ବାଡି ଉପରେ ଆସିଲା ସରକାରଙ୍କ ନିର୍ଦ୍ଦେଶ ସବୁ ସରକାରୀ କୋଠା ବାଡି ହେବ କମଳା ରଙ୍ଗରେ ନାଲି ବୋର୍ଡର ପୁଣି ଖର୍ଚ୍ଚ ହେବା କୋଟି କୋଟି ଟଙ୍କା ସରକାର ର ପରଉଆ ନାହିଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାର୍ଟି ର ଗେରୁଆ ରଙ୍ଗ ଚାରିଆଡ଼େ ରହିବା ଦରକାର କାଳେ ଓଡ଼ିଶା ଜନତା BJP କୁ ଭୁଲିଯିବେ ଆରେ ବାବୁ ଭଲ କାମ କର, ଲୋକେ ମନେ ରଖିବେ କୋଟି କୋଟି ଟଙ୍କା ବ୍ୟୟ ରେ ଚାରିଆଡ଼େ ଗେରୁଆ କରି କାମ ନକଲେ କେହି ମାନେ ରଖିବେନି