Search
Close this search box.

BDO is working hard for subhadra yojona

0
SHARES
71
VIEWS

ଅପହଞ୍ଚ ଇଲାକା ରେ ବି ଡ଼ି ଓ ବାଣ୍ଟିଲେ ସୁଭଦ୍ରା ଆବେଦନ ପତ୍ର

କନ୍ଧମାଳ :କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରେ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ତେବେ ବାଲିଗୁଡା ବ୍ଲକ ର ମୋଟ ୨୯୩୦୦ ଆବେଦନକାରୀ ଥିବା ବେଳେ ସେଥିରୁ ୧୦୩୫୩ ଆବେଦନ କରିସାରିଲେଣି। ବାଲିଗୁଡା ବ୍ଲକ ର ୧୩ ଟି ପଞ୍ଚାୟତ ଥିବା ବେଳେ ପ୍ରାୟ ଦୁଇ ତିନି ପଞ୍ଚାୟତ ଏବେ ଯାଏଁ ନେଟୱର୍କ ସେବାରୁ ବିଛିନ୍ନ ରହିଛି। ଏହି ସବୁ ଇଲାକା ରେ ହିତାଧିକାରୀ ସୁଭଦ୍ରା ଆବେଦନ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେବେ ବାଲିଗୁଡା ବ୍ଲକ ଅଧିକାରୀ ଅଚ୍ୟୁତାନନ୍ଦ ଜାନି ବିଭିନ୍ନ ନେଟୱର୍କ ଅପହଞ୍ଚ ଇଲାକା ବୁଲି ଆବେଦନ କିଭଳି ସହଜ ହୋଇ ପାରିବ ତାହା ସମୀକ୍ଷା କରିବା ଦେଖିବାକୁ ମିଳିଛି।ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତ ନେଟୱର୍କ ସେବା ରୁ ବଞ୍ଚିତ ଥିବାରୁ ଗତ ରବିବାର ଦିନ ବ୍ଲକ ଅଧିକାରୀ ଯାଇ ନିଜେ ହିତାଧିକାରୀ ଙ୍କୁ ଆବେଦନ ପତ୍ର ବାଣ୍ଟିବା ସହ ସିଆର ପି, ଏମ ବି କେ ମାନଙ୍କ ସହ ସୁଭଦ୍ରା ଯୋଜନା ର ସମୀକ୍ଷା କରୀବା ଦେଖିବାକୁ ମିଳିଛି।କୁଟିକିଆ ପଞ୍ଚାୟତରେ ନେଟୱର୍କ ନଥିବା ହେତୁ ଆବେଦନକାରୀ ଅସୁବିଧା ର ସମ୍ମୁଖୀନ ନହେବା ପାଇଁ ପ୍ରଶାସନ ତରଫରୁ ସିନ୍ଦ୍ରିଗାଁ ପଞ୍ଚାୟତ ରେ ୪ ଦିନିଆ କେମ୍ପ ର ବ୍ୟବସ୍ଥା କରାଯାଇଥିଲା।
ତେବେ କୁଟିକିଆ ପଞ୍ଚାୟତ ରେ ୧୦୫୬ ହିତାଧିକାରୀ ରୁ ୮୦୦ ରୁ ଉର୍ଦ୍ଧ ଆବେଦନ କରିସାରି ଥିବା ବେଳେ ବାକି ହିତାଧିକାରୀ କିଭଳି ସହଜରେ ଆବେଦନ କରିବେ ତାହା ଆଲୋଚନା କରିଥିଲେ।

    Related News

    Follow Us