- ସୁଭଦ୍ରା ଯୋଜନାରେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ
- ସ୍ପଷ୍ଟ କଲା ମହିଳା ଶିଶୁ ବିକାଶ ବିଭାଗ
-ପ୍ରତି ଫର୍ମର ଅପଲୋଡ ପାଇଁ ସରକାର ଦେଉଛନ୍ତି ୧୫ ଟଙ୍କା - ଆବେଦନ ଫର୍ମ ବିତରଣ ଏବଂ ଅନଲାଇନ ପଞ୍ଜିକରଣ ପାଇଁ କୌଣସି
ଦେୟ ଦେବାକୁ ପଡ଼ିବନି - ସୁଭଦ୍ରା ଯୋଜନା ଆବେଦନ ପାଇଁ ୫୦ ରୁ ୨୦୦ ଟଙ୍କା ମାଗୁଥିବା ଆସିଛି
ଅଭିଯୋଗ - କେତେକ ସ୍ଥାନରେ ଅଙ୍ଗନବାଡି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା
କେନ୍ଦ୍ରରେ ଟଙ୍କା ମାଗୁଥିବା ସୂଚନା ରହିଛି