ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସିଡ଼ିପିଓ ଜୟଶ୍ରୀ ପଟ୍ଟନାୟକ। ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ିବାସିଲା ରାଉରକେଲା ଭିଜିଲାନ୍ସର ସ୍ବତନ୍ତ୍ର ଟିମ। କାର୍ଯ୍ୟାଳୟରୁ କୁତ୍ରା ସିଡ଼ିପିଓ ଜୟଶ୍ରୀଙ୍କୁ ଗାଡିରେ ବସାଇ ନେଇଗଲେ ଭିଜିଲାନ୍ସ ବିଭାଗର ଅଧିକାରୀ। ବର୍ତ୍ତମାନ ଭିଜିଲାନ୍ସ ଟିମ ପକ୍ଷରୁ ତାଙ୍କ ରାଜଗାଙ୍ଗପୁର ସ୍ଥିତ ବାସଭବନରେ ପହଞ୍ଚି ଯାଞ୍ଚ ଆରମ୍ଭ କରାଯାଉଛି।ଶିବ କେତନ ମହାନ୍ତି ଙ୍କ ରିପୋ