ବହୁ ପ୍ରତିଭାର ଅଧିକାରୀ ଉପେନ୍ଦ୍ର # ଏକାଧାରରେ ଶିକ୍ଷକ, କଳାକାର, ସମାଜ ସେବୀ ଆହୁରି ଅନେକ# ଉପେନ୍ଦ୍ର କେବଳ ସାର ନୁହନ୍ତି, ଏକା ଧାରାରେ ଜଣେ ଉଚ୍ଚ କୋଟିର କଳାକାର ଏବଂ ଜନ ସେବାକାରୀ # ଯାଜପୁର ଜିଲ୍ଲା ରେ ଏମିତି ଏକ ପ୍ରତିଭା ଯାହା ର ନାଁ ଚାରିଆଡେ ଆଲୋଚନା ର ବିନ୍ଦୁ # ଯିଏ ଶିକ୍ଷକତା ସହ ସମୟ ବାହାର କରି କେବେ ଅଭିନୟ କଲେଣି ତ କେବେ ଜନ ସେବାରେ ଅଣ୍ଟା ଭିଡିଲେଣି ଉପେନ୍ଦ୍ର # ସେ ଆଉ କେହି ନୁହନ୍ତି ସେ ସମସ୍ତ ଙ୍କ ର ଆଦରଣୀୟ ଯାଜପୁର ଜିଲ୍ଲାର ଉପେନ୍ଦ୍ର ସାର # ଯାହା ଙ୍କ ପ୍ରତିଭା ଆଲୋଚନା କରିବାକୁ ଆମ ପାଖରେ ଭାଷା କିଛି ନାହିଁ# ଉପେନ୍ଦ୍ର ସାର ଜଣେ ସରକାରୀ ସ୍କୁଲ ଶିକ୍ଷକ # ସ୍କୁଲରେ ପାଠ ପଢ଼େଇ ବାର ଚିନ୍ତା ଧାରା ସମ୍ପୂର୍ଣ ନିଆରା # କେତେ ବେଳେ ଛାତ୍ର ଛାତ୍ରୀ କୁ ଅଭିନୟ କରି ତ କେତେବେଳେ ନିଜ ମଜା ମଜଲିସ ରେ ଗପ ଓ ଗୀତ ଜରିଆରେ ଯାହା ଛାତ୍ର, ଛାତ୍ରୀ ଙ୍କୁ ପାଠ ପଢିବା ରେ ଖୁରାକ ଯୋଗାଇ ଥାଏ # ତାହା ଛଡା ଉପେନ୍ଦ୍ର ସାର ଜନସେବାରେ ନିଜ କୁ ନିୟୋଜିତ କରି ବହୁତ ପାଗଳ, ପାଗେଳି ଓ ରାସ୍ତା କଡ଼ରେ ପଡି ରହିଥିବା ନିଃସହାୟ ଲୋକଙ୍କୁ ସାହାଯ୍ୟ , ସେମାନଙ୍କ ର ସେବା ଓ ଶ୍ରୁସସାକରିବାକୁ କେବେ କୁଣ୍ଠାବୋଧ କରନ୍ତି ନାହିଁ # ତାଙ୍କର ବଳିଷ୍ଠ ଚିନ୍ତାଧାରା ଆଜି ଯାଜପୁର ଜିଲ୍ଲା ରେ ସମସ୍ତଙ୍କ ମନରେ ଆନ୍ଦୋଳନ ସୃଷ୍ଠି କରିଛି# ଏଭଳି ହୃଦୟ ବାନ ମଣିଷ ମିଳିବା କଷ୍ଟ କର, ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋ