ଗିରଫ ଅଭିଯୁକ୍ତ ଢେଙ୍କାନାଳର ଅଜିତ କାଣ୍ଡି
-ବାଇକରେ ବୁଲି ବୁଲି ଲୋକଙ୍କୁ ମେଡିସିନି ବିକୁଥିଲା
-କ୍ୟାନ୍ସର ଭଳି ରୋଗ ନାଁରେ ମେଡିସିନି ବିକୁଥିଲା
-ମେଡିସିନି ଦେଇ ଜଣଙ୍କଠାରୁ ଦେଢ଼ ଲକ୍ଷ ଠକିଥିଲା
-ମେଡିସିନି ଖାଇ ପାର୍ଶ୍ବ ପ୍ରତିକ୍ରିୟା ହେବାରୁ ଧରାଛୁଆଁ ଦେଇନଥିଲା
-ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ
ଆୟୁର୍ବେଦିକ ମେଡିସିନି ନାଁରେ ଭିଟାମିନ ମେଡିସିନ ବିକୁଥିଲା |