ବାଳକାଟି :- ବାଳକାଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅାଜି ନିଶା ମୁକ୍ତ ଭାରତ ଅଭିଯାନ ଓ ହରଘର ତୀରଙ୍ଗା ଅଭିଯାନ ପାଳିତ ହୋଇଥିଲା ଗୋଷ୍ଠିସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀଙ୍କର ତତ୍ବୋବଧୋନରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ସୁପେରଭାଇଶୋର,ଡାକ୍ତର,RBSK ଓ NHM ଓ CHO ଷ୍ଟାଫ ଉପସ୍ଥିତ ଥିଲେ | ଡକ୍ଟର ତନ୍ମୟ ତ୍ରିପାଠୀ ପ୍ରଥମେ ନିଶା ସେବନରେ ଅପକାରିତା ଓ ଏଇଟା କେମିତି ଯୁବପିଢ଼ି ଓ ପୁରା ସମାଜକୁ ଗ୍ରାସ ଓ ଆସନ୍ତୁଳ ଓ ନଷ୍ଟ କରିଦେଲାଣି, ତାର ପ୍ରତିକାର ଓ ଚିକିତ୍ସା କରିହେବ | ନିଶାନିବାରଣ କେନ୍ଦ୍ରରେ ଓ counsellorଙ୍କ ପରାମର୍ଶ ଦ୍ୱାରା ଆରୋଗ୍ୟ ଓ ନିଶାମୁକ୍ତ ହେଇ ପାରିବେ ଏଇ ସୁବିଧା ବାଳକାଟୀ ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରରେ ଓ ଅନ୍ୟ ବଡ ଚିକିତ୍ସାଳୟରେ ତାହା ନିଃଶୁଳ୍କ ଭାବେ ଉପଲବ୍ଧ | ତାପରେ “ଅାଜ଼ାଦ କି ଅମ୍ରିତ ଉତ୍ସବ ” ର ” ହରଘର ତୀରଙ୍ଗା” “ସ୍ୱତନ୍ତ୍ର ଦିବସ ଉପଲକ୍ଷେ ଏଲସିଡ଼ି ମାଧ୍ୟମ ରେ “ହର ଘର ତୀରଙ୍ଗାର ଗୀତ ଓ ଚଳଚିତ୍ର ଦେଖାଇଗଲା ରାଷ୍ଟ୍ରୀୟ ପତାକାର ସମ୍ମାନରେ ୧୧ଟା ସମୟରେ ଶପଥଗ୍ରହନ ନିଅାଗଲା କି ଆମେ ସମସ୍ଥେ ଏକଜୁଟ ହୋଇ ରାଷ୍ଟ୍ର ପତି ସମର୍ପିତ ରହିବୁ ଓ ରାଷ୍ଟ୍ର ର ଗୌରବକୁ ବଂଚେଇ ରଖିବୁ ରାଷ୍ଟ୍ର ସର୍ବପରି,ସମଲ୍ତେ ଏକସ୍ବରରେ କହିଲେ ଓ ଶପଥ କଲେ କି ତ୍ରିରଙ୍ଗା ସଇଥ selfie ଉଠେଇ website ରେ upload କରିବେ | ରାଷ୍ଟ୍ରୀୟଗାନ ପରେ ଏଇ ପ୍ରୋଗ୍ରାମ କୁହ ବିରାମ ଦିଆଯାଇଥିଲା ରାଷ୍ଟ୍ରଭକ୍ତିରେ ପରିପୂର୍ଣ ହୋଇ ଆମେମାନେ ସମସ୍ତେ ଏକମନ ଏକଭାବନା ରଖି ଦେଶକୁ ତଥା ନିଜ ସମାଜକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ପ୍ରଦାନ କରିବା ଜୟ ହିନ୍ଦ୍