Search
Close this search box.

ବାଳକାଟି ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ର ସହିତ ଅନ୍ଯ ଆୟୁଷ୍ମାନ ଆରୋଗ୍ଯ ମନ୍ଦିରରେ ରାଷ୍ଟ୍ରୀୟ କୁର୍ମିନାସିକ ଦିବସ ପାଳିତ

0
SHARES
29
VIEWS

ବାଳକାଟି :- ବାଳକାଟ ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରର ସୁପେରିଣ୍ଟେଣ୍ଡେଣ୍ଟ ଡକ୍ଟର ତନ୍ମୟ ତ୍ରିପାଠୀଙ୍କର ତତ୍ବୋବଧୋନରେ ଆଜି ରାଷ୍ଟ୍ରୀୟ କୁର୍ମୀନାସିକ ଦିବସ ପାଳିତ ହେଇଥିଲା | ବାଳକାଟି ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ର ସହିତ ଅନ୍ଯ ଆୟୁଷ୍ମାନ ଆରୋଗ୍ଯ ମନ୍ଦିର,ଅଙ୍ଗନବାଡି କେନ୍ଦ୍ର ଓ ସରକାରୀ ଏବଂ ବେସରକାରୀ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ରାଷ୍ଟ୍ରୀୟ କୁର୍ମିନାସିକ ଦିବସ ପାଳନ କରାଯାଇଥିଲା |ଏଥିରେ ପ୍ରଥମେ ସବୁ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମି, ଆଇସିଦିଏସ ଷ୍ଟାଫ ଓ ଅଙ୍ଗନବାଡି କର୍ମୀ ଓ ସମସ୍ତ ସୁପେରଭାଇଶୋର, ମେଡିକାଲ ଅଫିସର, RBSK,NHM ଷ୍ଟାଫ ଓ ଶିକ୍ଷକ ମାନଙ୍କୁ ସୁପେରିଣ୍ଟେଣ୍ଡେଣ୍ଟ ଡକ୍ଟର ତନ୍ମୟ ତ୍ରିପାଠି ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ ସେଠୀଙ୍କ ଦ୍ୱାରା ବାଳକାଟ ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରରେ ଉପଯୁକ୍ତ ତାଲିମ ପ୍ରଦାନ କରାଯାଇଥିଲା |
ଜାଣିବା ହେଉ କି ୧ରୁ୫ ବର୍ଷରଶିଶୁ ମାନଙ୍କୁ ପାଣି ଔଷଧ (୧-୨ ବୟସ ଙ୍କୁ 5 ml ଓ ୩-୫ ବୟସ ଙ୍କୁ 10 ml( albendazole syrup 10 ml)ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଇ ଅଙ୍ଗନବାଡିଙ୍କ ଦ୍ୱାରା, ଓ ବିଦ୍ଯାଳୟ ନ ଯାଉଥିବା ପିଲା ମାନଙ୍କୁ ଓ ୨୦-୨୪ ବୟସର ମହିଳା ମାନଙ୍କୁ ଗୋଟିଏ ବଟିକା ଅଙ୍ଗନବାଡି କେନ୍ଦ୍ରରେ ଆଶା କର୍ମୀ ମାନେ ଚାପି ଚାପି ସେବନ କରିବାପାଇଁ ଦେଉଥିଲେ | ସବୁ ନିଜ ସାମ୍ନାରେ ସେବନ କରିବାକୁ କହିଥିଲେ. ବିଦ୍ଯାଳୟରେ ଶିକ୍ଷକ ମାନେ ନିଜ ସାମ୍ନାରେ ଛାତ୍ରଛାତ୍ରୀ ମାନଙ୍କୁ କୁର୍ମୀନାସକ ଔଷଧ albendazole tablet 400mg ବଟିକା ସେବନ କରାଇବା ପାଇଁ ଦିଆଯାଇଥିଲା |କୁର୍ମି ଦେହରେ ଥିଲେ ଆମକୁ କୁପୋଷଣ ଓ ରକ୍ତହୀନତା କରିଦିଏ ଓ ମସ୍ତିଷ୍କ ଓ ଶାରୀରିକ ବିକାଶ ହେଇପାରେ ନାହିଁ | ଜର ଝାଡା, ବାନ୍ତି, ଉର୍ଜାର ହ୍ରାସ କରେ,ଏହାର ପ୍ରତିକାର ହେଲା ମଳତ୍ୟାଗ ଶୌଚାଳ୍ଯରେ କରି ହାତ ସବୁବେଳେ ସଫା ରଖିବା, ପନୀୟଜଳକୁ ସଫା ରଖିବା ଓ ବାସି କି ବାହାରୁ କିଛି ଖାଦ୍ଯ ସେବନ ନକରିବାକୁ ପରାମର୍ଶ ସହିତ ତଟକାତଟକା ଫଳ ପରିବା ଧୋଇ କି ସେବନ ଜରିବା ଓ ଝାଡା ପରୀକ୍ଷା ମଝିରେ ମଝିରେ କରି ଚିକିତ୍ସଙ୍କ ସହ ପରାମର୍ଶ ନେବା |ଆରାଧ୍ଯା ତ୍ରିପାଠୀ, ମୋଦର୍ସ ପବ୍ଲିକ ସ୍କୂଲର ମେଧାବ ଛାତ୍ରି ଏଇ କୁର୍ମି ଉପରେ ତାହା କେମିତି ସଂକ୍ରମନ ହୁଏ, ତାହା ହେଲେ କଣ ରୋଗ ହୁଏ ଓ ତାର ପ୍ରତିକାର କଣ ଆଉ କୁର୍ମି ନାଶକ ଦିବସ ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ, ଓ ସିଏ ପ୍ରଥମ albendazole ବଟିକା ର ପାନ କରି ଦେଖେଇଥିଲେ କି ଏହା କେତେ ସୁରକ୍ଷିତ ଓ ଉପକାରିତା ସେବିଷୟରେ ବୁଝାଇବୁଝାଇ କହିଥିଲେ | ଏବଂ ଏଇ ବଟିକା ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର, ଉପସ୍ବାସ୍ଥ୍ଯକେନ୍ଦ୍ର ଏବଂ ସମସ୍ତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଃଶୁଳ୍କ ଭାବରେ ମିଳେ ଉପଲବ୍ଧ ବୋଲି ଆରାଧ୍ଯା ତ୍ରିପାଠି କହିଥିଲେ |ତାପରେ ଆଶାକର୍ମିଙ୍କର ଦ୍ୱାରା ମାଇକିଙ୍ଗ, ସ୍ୱାସ୍ଥ୍ୟକାନ୍ଥରେ ଲେଖା ଓ ପୋଷ୍ଟର, ପତ୍ରିକା, leaflets ବଣ୍ଟନ ଓ ଜନସାଧାରଣ ବୈଠଜ କରି କୁର୍ମୀନାସକ ଦିବସ ଉପରେ ସଚେତନତା କରାଯାଇଥିଲା | ଆଜି ୧୦ ଅଗୁଷ୍ଟରେ କୁର୍ମୀନାସକ ଦିବସରେ ଶୁଭାରମ୍ଭ ସୁପେରିଣ୍ଟେଣ୍ଡେଣ୍ଟ ଡକ୍ଟର ତନ୍ମୟ ତ୍ରିପାଠୀ ପ୍ରତାପଶାସନର ଏକ ଅଙ୍ଗନବାଡି କେନ୍ଦ୍ରରେ ଉଦଘାଟନ କରିଥିଲେ ତାଙ୍କୁ ସାହାଯ୍ୟ କରିଥିଲେ, ସନ୍ତୋଷ ସେଠି ,ରଶ୍ମି ନାୟକ, ଦେବେଶ ଜେନା ( ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ),ଟୁନି ସେଠି, ମହିଳା ସୁପେରଭାଇଶୋର, CHO କବିତା ଦଳେଇ, ଆଶା ଓ ଅଙ୍ଗନବାଡି କର୍ମୀ ଡକ୍ଟର ତନ୍ମୟ ତ୍ରିପାଠୀ ନିଜେ କୁର୍ମୀନାସକ ଦ୍ରବ୍ୟ ସେବନ କରି ସବୁ ଆସିଥିବା ମା ଓ ଶିଶୁ ମାନଙ୍କର ବିଶ୍ୱାସ ଜିତିପାରିଲେ ଓ ତାପରେ ନିଜେ ଶିଶୁ ମନକୁ ବୟସ ଅନୁଯାୟୀ ସିରାପି କୁର୍ମୀନାସାଜ ଦ୍ରବ୍ୟ ଖୋଇଥିଲେ, ଅନ୍ୟ କର୍ମୀ ମାନେ ଭି ଖୋଇଥିଲେ ଡକ୍ଟର ତନ୍ମୟ ତ୍ରିପାଠୀ ନିଜେ ଛାତ୍ରୀ ଓ ଶିକ୍ଷକ ମାନଙ୍କୁ କୁର୍ମୀନାସକ ବଟିକା ଚାପି ଚାପି ସେବନ କରିବାକୁ ଦେଇଥିଲେ | ତାପରେ ଡକ୍ଟର ତନ୍ମୟ ତ୍ରିପାଠୀ ଓ ସନ୍ତୋଷ ସେଠି ଅନ୍ୟ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ଯାଳୟ ପରିଦର୍ଶନ କରିଥିଲେ ସ୍ଵନୁଶ୍ଚିତ କରିବାପାଇଁ ଯେ ଦିବସଟି ଠିକ ଭାବରେ ପାଳିତ ହେଉଛି |

    Related News

    Follow Us