ବିଶ୍ୱ ହେପାଟାଇଟିସ ଦିବସ ବାଳକାଟୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମନଲ ହେଲା ତାହାର ଶୀର୍ଷକ ଥିଲା ଏବେ କାମ କରିବା ସମୟ ଆସିଗଲା ଏହାକୁ ସୁପେରିଣ୍ଟେଣ୍ଡେଣ୍ଟ ଡକ୍ଟର ତନ୍ମୟ ତ୍ରିପାଠୀ ଉଦଘାଟନ କରି ଏହା ଉପରେ ବିସ୍ତୃତ ଭାବରେ ଯକୃତ ବା ଲିଭେର ବିମlର ବିଷୟରେ ଓ ତାହାର କାରଣ, ଚିକିତ୍ସା ଓ ପ୍ରତିକାର ବିଷୟରେ କହିଥିଲେ. ଅଂଶଗ୍ରହଣ କରିଥିଲେ ଜନସ୍ବାସ୍ଥ୍ଯ ଅଧିକାରୀ ସନ୍ତୋଷ କୁମାର ସେଠୀ, ସୁପେରଭାଶୋର ମାନେ, ICMR ଷ୍ଟାଫ, ICDS, ସ୍ୱାସ୍ଥ୍ୟ, ଆଶା, ଅଙ୍ଗନବାଡି କର୍ମୀ CHOs, ଶିକ୍ଷକ ମଣ୍ଡଳୀ, ଓ ଗର୍ଭବତୀ ମା ମାନେ ଓ ଜନସାଧାରଣ ଡକ୍ଟର ତନ୍ମୟ ତ୍ରିପାଠୀ ବୁଝେଇଥିଲେ ଯେ ଏଲସିଡି ମାଧ୍ୟମରେ ହେପାଟାଇଟିସ ମୁଖ୍ୟତଃ ଏକ ଭାଇରସ ଦ୍ୱାରା ହୁଏ | ଯାହାକୁ ହେପାତାଇଟିସ -ବି କୁହଯାଇ ଓ ଏଇ ବେମାରରେ ଯକୃତ ଖରାପ ହୋଇ କାମ କରିପାରେନାହିଁ ଓ ତାହା ଯୋଗୁ ଅନ୍ୟ ଅଙ୍ଗ ପ୍ରତ୍ଯେଙ୍ଗ ଭିକାମ କରିବା ଅସମ୍ଭାଳ ହୋଇଯାଇ ତାହା ଯୋଗୁଁ ବିଭିନ୍ନ ତ୍ୟାଗ ହେବାକୁ ପଡିଥାଏ ରକ୍ତ ଓ ଅନ୍ୟ ଅର୍ଗାନ୍ସ ବା ଶରୀରର ଅଙ୍ଗପ୍ରତ୍ଯେଙ୍ଗ ଭିତରେ ରହି ରୋଗ ଆକ୍ରାନ୍ତ କରିଦିଏ ଓ ରୋଗ ପ୍ରତିଷୋଧକ ଶକ୍ତି କମେଇ ଦିଏ ଓ ଦେହରେ ଉର୍ଜା ବି କମେଇ ଦିଏ ଓ ଆମେ ଦୁର୍ବଳ ହୋଇଯାଉ ଓ ଅନ୍ୟ ବେମାରରେ ପଡି ଯାଉ ଏହା ପରେ ବହୁ ଦିନ ପରେ ଯକୃତ ଖରାପ,କର୍କଟ ରୋଗ, ଓ ଆମର ମୃତ୍ୟୁ ହୋଇ ଥାଇ. ଗର୍ଭବତୀ ମା ଯଦି ହେପାତାଇଟିସ ରେ ଆକ୍ରାନ୍ତ ହୁଏ ସିଏ ବେମାର ହୋଇ ତାହାର ଜନ୍ମଗତ ଶିଶୁ ବି ଏଇ ରୋଗରେ ଆକ୍ରାନ୍ତ ହେଇପାରେ | ସେଥିପାଇଁ ପ୍ରତ୍ୟେକ ଗର୍ଭବତୀଙ୍କୁ ଆମେ ହେପାତାଇଟିସ ପରୀକ୍ଷା କରୁ ଓ ଯଦି ସିଏ ଆକ୍ରାନ୍ତ ହେଇ ଥାଇ ତାକୁ ଚିକିତ୍ସାଳୟରୁ ନିଃଶୁଳ୍ଖ ଭାବରେ ଔଷଧ ଦିଅଯାଇ ତାର ପୁରା ଯତ୍ନ ନେଇ, ବାଛନ୍ଦା ନ କରି ହସ୍ପିଟାଲରେ ଡେଲିଭେରୀ କରାଯାଇଥାଏ, ଓ ତାର ଶିଶୁର ଯତ୍ନ ନିଆଯାଇ ଜେସି ଓ ତାକୁ ୨୪ ଘଣ୍ଟା ଭିତରେ ହେପାତାଇଟିସ ଟୀକା ଓ ଇମ୍ମ୍ୟୁନୋଗ୍ଲୋବୁଲିନ ଇଞ୍ଜେକ୍ସନ ଦିଅl ଯାଇଥାଏ | ଟୀକା ଶିଶୁକୁ ୧ ମାସରେ, ୨ ମାସରେ ଓ ୪-୬ ମାସରେ ଅାଉ ତିନିଟା ଡୋଜ୍ ଦିଅଯାଇ ହସ୍ପିଟାଲ କର୍ମଚାରୀମାନଙ୍କୁ ତିନିଟା ଡୋଜ ଟୀକା ଜିରୋ ମାସରେ, ତାହାର ଏକ ମାସ ଓ ୬ ମାସ ପରେ ଦିଆଯାଇଥାଇ ପ୍ରତବର୍ଷ ଜନସାଧାରଣ ମାନେ ରିକ୍ସ ରେ ଅଛନ୍ତି ତାଙ୍କୁ ବି ପରୀକ୍ଷା କରି ହସ୍ପିଟାଲରେ ଏଇ ଟୀକା ନିଶୁଳ୍କ ଭାବରେ ଦିଅଯାଇଥିଲା ଉଭୟ ଦମ୍ପତିଙ୍କୁ ହେପାତାଇଟିସ ବି ହୋଇଥିବ ବ୍ୟକ୍ତିଠୁ ଅନ୍ୟ ଜଣେ ଆକ୍ରାନ୍ତ ନ ହେବାପାଇଁ ତାହାର ବ୍ୟବହାର ବସ୍ତୁ, ବ୍ଲେଡ, ସିରିଞ୍ଜ, ତାହା ସମ୍ପର୍କରେ ନ ଆସି ତାହାର ରକ୍ତ, ଝାଳ, ଲାଳର ସମ୍ପର୍କରେ ନ ଆସିବା ହେଉଛି ତାହାର ପ୍ରତିକାର ଅନ୍ୟ କାରଣ ହେପାତାଇଟିସର ହେଲା ବାହାରୁ ଅଶୁଦ୍ଧ ଜଳପlନ କରିବା, କୋଲଡ଼ ଡ୍ରିଂକ୍ସ ଓ ବୋତଲ ରେ ଥିବା ଫଳ ରସସାଥିରେ ବହୁମାତ୍ରାରେ ଚିନି ଓ କୃତ୍ରିମ ପଦାର୍ଥ ଥାଇ, ବାହାରୁ ଆଣି ଥିବା ଖାଦ୍ୟ ଖାଉଥିଲେ ରୋଗହେବାର ସମ୍ବାବନା ଅଧିକ ଥାଏ | ଦ୍ରବ୍ୟ ପଡିଯାଇଥିଲେ ତାକୁ ନଧୋଇ ସେବନ କରିବା, ମଦ୍ୟପନ ଓ ନିଶା ସେବନ କରିବା ଇତ୍ୟାଦି | ବେଶୀ ମୋଟା ହେଲେଭି, ବାହାରେ ବ୍ୟାୟାମ ନ କରି ଘରେ କି ଅଫିସ ରେ ବସି ବହୁ ସମୟ କଟେଇବା, ଏଇ ଯୋଗୁ ଭି ଫେଟି ଲିବେର ହେଇଥାଇ | ଏହାର ଶୀର୍ଷକ ଥିଲା ଏବେ କାମ କରିବାର ସମୟ ଆସିଗଲା। ଏଥିରେ ସୁପେରିଟେଣ୍ଡେଣ୍ଟ ଡଃ. ତନ୍ମୟ ତ୍ରିପାଠୀ, ପିଏଚ୍ ଇଓ ସନ୍ତୋଷ ସେଠୀ, ଆଇସିଡିଏସ୍ ଷ୍ଟାଫ, ସ୍ବାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ, ଆଇସିଏମ୍ଆର୍ ଷ୍ଟାଫ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଡଃ ତ୍ରିପାଠୀ ଉଦ୍ଘାଟନ କରି ହେପାଟାଇଟିସ୍ ବିଷୟରେ କହିଥିଲେ। ପରେ ହସ୍ତାକ୍ଷର ଅଭିଯାନ ଓ ଶପଥ ଗ୍ରହଣ କରାଯାଇଥିଲା । ବ୍ୟାନର ଧରି ସମସ୍ତେ ଏକ ଶୋଭାଯାତ୍ରା ସହ ଜନ ସଚେତନତା କରିଥିଲେ। ସମସ୍ତେ ଏକ ସ୍ୱରରେ କହିଥିଲେ କି ଏବେ ସମୟ ଆସିଗଲା କାମ କରିବାକୁ, ଟୀକା ଜିତିବା, ହେପାଟାଇଟିସ ହାରିବା. ଏଇ ବାର୍ତା ଟି ସମସ୍ତେ ଶପଥ କଲେ କି ସବୁ ବୈଠକ, ସ୍କୂଲ, ଓ ଅନ୍ୟଜଗା ଇତ୍ୟାଦି ରେ ସଚେତନତା ପାଇଁ କହିବେ | ପରେପରେ ଜଳପାନ କରି କାର୍ଯ୍ଯକ୍ରମକୁ ବିରାମ ଦିଆଯାଇଥିଲା |