Search
Close this search box.

ଅସ୍ପାୟାର ତରଫରୁ ବାଳିକା ସୁରକ୍ଷମଞ୍ଚପ୍ରଶିକ୍ଷଣ

0
SHARES
52
VIEWS

ଯୋଡ଼ା ୧୭/୦୭ (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଠାରେ ଆସପାୟାର ତରଫରୁ ବନେଇକଳା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଟିଏ ଦିନର ବାଳିକା ଶୁରକ୍ଷା ମଞ୍ଚ ତାଲିମ ଶିବିର ଅନୁଷ୍ଟିତ ହୋଇଥିଲା ଏଥିରେ ଯୋତା ବ୍ଳକର ୧୯ଟି ପଞ୍ଚାୟତ ୨ଟି ପୌରପାଳିକାରୁ ୨୦୦ ଜଣ କିଶୋରି ବାଳିକା ଏହି ତାଲିମ୍ ଶିବିରରେ ଉପସ୍ଥିତ ରହି ସମାଜରେ ଥିବା ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଉଚ୍ଛେଦ କରିବା ପାଇଁ ଅସ୍ପାୟାର ତରଫରୁ ତାଲିମ୍ ଦିଆଯାଇ ଥିଲା । ଏଥିରେ ବାଳିକା ଶିକ୍ଷା ବାଳିକା ସ୍ୱାସ୍ଥ୍ୟ ବାଳିକା ସସ କ୍ତିକରଣ ଶିଶୁ ଚାଲାଣ ଉପରେ ତାଲିମ୍ ଦିଆଯାଇଥିଲା ଏହି କାର୍ଯ୍ୟକ୍ରମ କୁ ଆସ୍ପାୟାର ର ବ୍ଳକ୍ ସଂଯୋଯୋକ ବିଜୟ ନାଏକ ରଶ୍ମିରେଖା ବେହେରା ତାପସ କୁମାର ବାରିକ୍ ଉତ୍ତମ ନାଏକ ଏବଂ ଆସପାୟାରର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ. କିପରି ସମାଜରୁ ଏହି ଘୁଣ୍ୟ ପ୍ରଥା କୁ ଉଛେଦ କରାଯାଇ ସମାଜ ର ଘରେ ଘରେ ଏ ବାର୍ତ୍ତା ପହଞ୍ଚାଇବାକୁ କିଶୋରୀ ମାନେ ଜଣେ ଜଣେ ନାୟିକା ସାଜି ଏହାକୁ କାର୍ଯକାରୀ କରାଇବାପାଇଁ ତାଲିମ କେନ୍ଦ୍ରରେ ଶପଥ ନେଇଥିଲେ. ସମାଜରେ ଘଟୁଥିବା ବାଲ୍ୟ ବିବାହ ଓ ବାଳ ଶ୍ରମିକ ଘଟଣା ଦିନକୁ ଦିନ ବଢ଼ୁଥିବାରୁ ଏହା ସମାଜରେ କିପରି ଖରାପ ବାତାବରଣ ସୃଷ୍ଟି କରୁଛି ଏହା ଉପରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ରଙ୍ଗାଧର ଜେନା ଓ ଦୀନବନ୍ଧୁ ପତି ଉପସ୍ଥିତ ରହି କିଶୋରୀ ମାନଙ୍କୁ ସଚେତନ କରାଇବା ସହ ଏ ପ୍ରଥା କୁ ଉଛେଦ କରାଇବା ପାଇଁ ସମସ୍ତ କିଶୋରୀ ମାନେ ସମାଜ ର ପ୍ରତ୍ୟେକ ଅଂଚଳରେ ଏ ବାର୍ତ୍ତା କୁ ପହଞ୍ଚାଇ ଜନସାଧାରଣ କୁ ସଚେତନ କରାଇବା ପାଇଁ କୁହାଯାଇଥିଲା. ଅଧାରୁ ପାଠ ଛାଡୁଥିବା କିଶୋର କିଶୋରୀ ମାନଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା ଓ ଯେପରି ପାଠ ରୁ କେହି ବଞ୍ଚିତ ନ ହୁଅନ୍ତି ଓ କମ ବୟସର କିଶୋର କିଶୋରୀ ମାନେ ପାଠପଢ଼ା ଛାଡି ବିଭିନ୍ନ ସ୍ଥାନ ରେ କାମ ନ କରିବା ଆଦି ବିଷୟ ଉପରେ ତାଲିମ ପ୍ରଦାନ କରାଯାଇଥିଲା. ବହୁସଂଖ୍ୟାରେ କିଶୋରୀ ମାନେ ଏହି ଯୋଡ଼ା ବ୍ଲକ ରୁ ଆସି ତାଲିମ ନେଇଥିବାରୁ ଆସ୍ପାୟାର ତରଫରୁ ଧନ୍ୟବାଦ ପ୍ରଦାନ କରି ତାଲିମ କେନ୍ଦ୍ର କୁ ଉଦଯାପନ କରାଯାଇଥିଲା

    Related News

    Follow Us