Search
Close this search box.

ବିଦ୍ୟାଳୟ ପରିସର ରୁ ଅଜଗର ଉଦ୍ଧାର

0
SHARES
37
VIEWS

ଯୋଡା,୧୬/୦୭(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ସହର କୁନ୍ଦୁରୁ ନାଲ। ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି ।ସୋମବାର ପ୍ରାୟ ସକାଳ ଆଠଟାରୁ ନଅଟା ଭିତରେ କିଛି ସ୍ଥାନୀୟ ଶ୍ରମିକ ବୁଦା ସଫା କରୁ ଥିବା ବେଳେ ଅଜଗର ସାପ ଟି କୁ ଦେଖି ସ୍ଥାନୀୟ ଲୋକେ ସ୍ନେକହେଲ୍ପ ଲାଇନ କୁ ଖବର ଦେବାରୁ । ସ୍ନେକ୍ ହେଲ୍ପ ସଦସ୍ୟ ସେଠାକୁ ଆସି ଥିଲେ ପ୍ରକାଶ ପ୍ରଧାନ ଆସି ଅଜଗର ସାପ ଟିକୁ ଉଦ୍ଧାର କରି ଇସ୍ତାନିୟ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ। ସୂଚନାଯୋଗ୍ୟ ଯେ, ବର୍ଷା ଦିନ ଆରମ୍ଭରୁ ସେଗ୍ରିଗେସନ୍ କ୍ୟାମ୍ପ ରେ କିଛି ଦିନ ପୂର୍ବରୁ ଏକ ଅଜଗର ସାପ ଜୈନେକ ବ୍ୟକ୍ତିଙ୍କ ଘରେ ପଶି ଆଜବେଷ୍ଟସ ଛାଉଣୀ ତଳେ ଗୁଡ଼ାଇ ହୋଇ ରହିଥିଲା ।ତାକୁ ମଧ୍ୟ ଉଦ୍ଧାର କରା ଯାଇ ଜଙ୍ଗଲ ରେ ଛାଡି ଦିଆ ଯାଇଥିଲା ।ଯୋଡା ସହର ନିକଟସ୍ଥ ପାହାଡ଼ରୁ ଅଜଗର ସାପ ସହର ।ଭୀମୁଖି ହେଉଛନ୍ତି । ବିଶେଷ ତଃ ସୁନା ନଦୀ ଅବବାହିକାରେ ଅଜଗର ସାପ ଦେଖିବାକୁ ମିଳୁଛି ।

    Related News

    Follow Us