Search
Close this search box.

ପଠାଣିସାମନ୍ତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ

0
SHARES
54
VIEWS

ପଠାଣିସାମନ୍ତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ।
ରାୟଗଡ଼ା/ଗୁଡ଼ାରୀ
ତାରିଖ :୧୦/୦୭/୨୦୨୪.
ରିପୋର୍ଟ: ପ୍ରସାଦ ଲିମା,
ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ସାନହୁମା ଗ୍ରାମପଞ୍ଚାୟତର ଉତ୍କଳମଣି ଗୋପବନ୍ଧୁ ଦାସ ହାଇସ୍କୁଲ ଲୋକନାଥପୁରରେ ପର୍ଯ୍ୟନ୍ତ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଷଷ୍ଠ ଓ ନବମ ଶ୍ରେଣୀର ମୋଟ ୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ କେବଳ ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୩୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ଅନୁପସ୍ଥିତର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ। ଉକ୍ତ ଗୁଡାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ରତ୍ନମୟୀ ପୁରୋହିତ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇଥବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ତୁଳ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟପରିଚାଳନା କରିଥିଲେ ।

    Related News

    Follow Us