ସାମାନ୍ୟ ବର୍ଷାରେ ବୁଡ଼ିଲା ଇସ୍କନ ସମ୍ମୁଖ ରାସ୍ତା। ଭସିଲା ବାଇକ୍ ଓ ସ୍କୁଟି। ରଥ ଚକାକୁ ଛୁଇଁଲା ପାଣି। ଇସ୍କନ୍ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିବା ପରେ ହଠାତ୍ ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ। ମାତ୍ର ୧୫-୨୦ ମିନିଟର ବର୍ଷାରେ ଜଳାର୍ଣବ ହୋଇଗଲା ପୂରା ଇସ୍କନ୍ ସମ୍ମୁଖ।

© 2023 Sangharsa Tv. All Rights Reserved. Developed by MoveDigitals.