Search
Close this search box.

ରାମକୃଷ୍ଣ ସ୍କାଉଟ ଓ ସାରଦା ଗାଇଡ଼ କମ୍ପାନୀ ଦ୍ୱାରା ବନମହୋତ୍ସବ ସପ୍ତାହ ପାଳିତ

0
SHARES
14
VIEWS

ଆସିକା ୦୬/୦୭-ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ଅଧୀନ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ର ରାମକୃଷ୍ଣ ସ୍କାଉଟ ଓ ଶାରଦା ଗାଇଡ଼ କମ୍ପାନୀ ପକ୍ଷରୁ ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା ଓ ଲୀନାକୁମାରୀ ସ୍ବାଇଁଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ଆସିକା ଋଷିକୂଲ୍ୟା ନଦୀ ପଠା ଏବଂ ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର 50 ଟି ଗଛ ଲଗାଯାଇଛି lଭାରତର ଯସଶ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ବନମହୋତ୍ସବର ନାରା ‘ମାଁ ପାଇଁ ବୃକ୍ଷ ଟିଏ’ ବୃକ୍ଷରୋପଣ ଦ୍ବାରା ଚରିତାର୍ଥ କରିବା ପାଇଁ ଏବଂ ଆଜିର ବୃକ୍ଷ ରୋପଣ ଭବିଷ୍ୟତର ଜୀବନ ବୋଲି ସମସ୍ତଙ୍କୁ ଆହ୍ବାନ କରିଥିଲେ। ପିଲାମାନେ ଗୋଟିଏ ବୃକ୍ଷ ରୋପଣ କରି ତାହାର ଉପଯୁକ୍ତ ଯତ୍ନ ନେବା, ସୂର୍ଯ୍ୟଙ୍କ ଉତ୍ତତ୍ପ ଦାଉରୁ ବର୍ତ୍ତିବା ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ପଦକ୍ଷେପ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ମଣିଷ ନିଜର ସୁବିଧା ସୁଲଭ କରିବା ପାଇଁ ବୃକ୍ଷଗୁଡିକୁ ଆଜି ନିଶ୍ଚିହ୍ନ କରିବା ପାଇଁ ବସିଛି। ବିଶ୍ବ ଭୌଗଳିକ ତଥା ଜଳବାୟୁ ପରିବର୍ତ୍ତନରେ ଏବଂ ଓଜନ ସ୍ତରକୁ ନିୟନ୍ତ୍ରଣ କରିବାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷ ରୋପଣ ବୋଲି ସମସ୍ତଙ୍କୁ ସୂଚାୟୀ ଥିଲେ। ଏହି ଅବସରରେ ପ୍ରଧାନାଚାର୍ଯ୍ୟା ଅନ୍ନପୂର୍ଣା ଆଚାର୍ଯ୍ୟ, ସମ୍ପାଦକ କମଳେନ୍ଦୁ ହୋତା, ସହ-ସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ, କାର୍ତ୍ତିକେଶ୍ବର ବେହେରା, ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର, ସୁନୀତା କୁମାରୀ ମହାପାତ୍ର,କେ ମାଧବି ଆଚାରୀ, ସସ୍ମିତା କୁମାରୀ ସାହୁ, ଅଶୋକ କୁମାର ପଟ୍ଟନାୟକ, କେ କମଳା କୁମାରୀ ଆଚାରୀ, ଦେବସ୍ମିତା ପାତ୍ରପ୍ରମୁଖ ସହଯୋଗ କରିଥିଲେ l

    Related News

    Follow Us