Search
Close this search box.

ଏବିଭିପିର ପ୍ରମୁଖ ଦାୟିତ୍ବ ଘୋଷଣାଆସିକାରୁ ତିନି ଛାତ୍ର ଙ୍କୁ ଦାୟିତ୍ବ

0
SHARES
36
VIEWS

ଆସିକା 6 July : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଛାତ୍ର ସଂଗଠନ ଯାହାର ପ୍ରାନ୍ତ ସ୍ତରୀୟ ଅଭ୍ୟାସ ବର୍ଗ ଢେଙ୍କାନାଳ ଜିଲ୍ଲାରେ ୪ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ବିଶେଷ ଭାବେ ଏହି ବର୍ଗରେ ସାଂଗଠନିକ ଚର୍ଚ୍ଚା , କାର୍ଯ୍ୟକର୍ତ୍ତା କାର୍ଯ୍ୟପଧ୍ଧତି ଭଳି ବିଭିନ୍ନ ବିଷୟରେ ଚର୍ଚ୍ଚା ଆଲୋଚନା ହୋଇଥିଲା। ଅନ୍ତିମ ଦିନରେ ପ୍ରାନ୍ତ ପ୍ରମୁଖ ଙ୍କ ଦ୍ଵାରା ଜିଲ୍ଲା ଓ ବିଭାଗ ସ୍ତରୀୟ ଦାୟିତ୍ବ ଘୋଷଣା କରାଯାଇଥିଲା। ଏହି କ୍ରମରେ ପୁନର୍ବାର ଗଂଜାମ (ଗଂଜାମ ଘୁମୁସର ସାଂଗଠନିକ ଜିଲ୍ଲା, କନ୍ଧମାଳ)ବିଭାଗ ସଂଯୋଜକ ଭାବେ ଅନିଲ କୁମାର ସ୍ବାଇଁ ,ନୂତନ ଭାବେ ବିଭାଗ ସହ ସଂଯୋଜକ ଭାବେ ହିମାଂଶୁ ଶେଖର ତ୍ରିପାଠୀ ଏବଂ ଘୁମୁସର ଜିଲ୍ଲାର ଜିଲ୍ଲା ସଂଯୋଜକ ଭାବେ ରାହୁଲ ବେହେରାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ଆଗାମୀ ଶିକ୍ଷାବର୍ଷ ରେ ବିଦ୍ୟାର୍ଥୀ ପରିଷଦର ସାଂଗଠନିକ କାର୍ଯ୍ୟ ସହ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧାରେ ସହଯୋଗ କରିବ ବୋଲି ପ୍ରକାଶ କରିଛନ୍ତି। ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ସମାଜସେବୀ ଏଥି ନିମନ୍ତେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

    Related News

    Follow Us