ଗତ କାଲି ସକାଳୁ ଧନୁଷକୋଡି ନିକଟରେ ଏହି ପରିବାର ଭାରତରେ ପାଦ ଦେଉଦେଉ ପୋଲିସ ହାତରେ ଧରା ପଡିଛନ୍ତି ।
ଶ୍ରୀଲଙ୍କାରେ ଚାଲିଥିବା ଭୟଙ୍କର ଆର୍ଥିକ ପରିସ୍ଥିତି ଓ ଖାଦ୍ୟ ଅଭାବ ନେଇ ବହୁ ପରିବାର ଏମିତି ବିପଦସଙ୍କୁଳ ଭାବେ ସମୁଦ୍ର ପଥରେ ଛୋଟ ଡଙ୍ଗା ମାଧ୍ୟମରେ ଭାରତକୁ ପ୍ରବେଶ କରୁଛନ୍ତି
ତାମିଲନାଡୁ ପୋଲିସ ସେମାନଙ୍କୁ ଧରି ଶରଣାର୍ଥୀ ଶିବିରରେ ଜିମା ଦେଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି