Search
Close this search box.

ଈଶ୍ୱରୀୟ ବିଶ୍ବବିଦ୍ୟାଳୟ କବିସୂର୍ଯ୍ୟ ନଗର ଶାଖା ପ୍ରଭୁ ପ୍ରୀତ ଭାଵନ ଉଦଘାଟିତ

0
SHARES
3
VIEWS

ଆସିକା-କବିସୂର୍ଯ୍ୟ ନଗର ତା 24 ଜୁନ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଆସିକା ସେବାକେନ୍ଦ୍ରର
ଉପଶାଖା କବିସୂର୍ଯ୍ୟ ନଗରସ୍ଥିତ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ନବନିର୍ମିତ ଉପ ସେବା କେନ୍ଦ୍ର ପ୍ରଭୁପ୍ରୀତ ଭଵନ ଉଦଘାଟିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ମଧୁବନ ରାଜସ୍ଥାନରୁ ପ୍ରକାଶିତ ଆନ୍ତର୍ଜାତୀୟ ମାସିକ ପତ୍ରିକା ଜ୍ଞାନlମୃତ ର ସହ ସମ୍ପାଦିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଉର୍ମିଳା ଦିଦି ଓ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ବ୍ରହ୍ମପୁର୍ ସବ ଜୋନ୍ ର ର ସହ ପ୍ରଶାସିକା ତଥା ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ମାଳା ଦିଦି ଙ୍କ କରକମଳରେ ନବ ନିର୍ମିତ ଭବନ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଷ୍ଟାଡିୟମ୍ ନିକଟସ୍ଥ ପଡିଆରେ ବିଶାଳ ଆଧ୍ଯାତ୍ମିକ ସମାବେଶର ଆୟୋଜନ କରାଯାଇଥିଲା l ସମସ୍ତ ଅତିଥିଙ୍କ ଉପସ୍ଥିତିରେ ପରମାତ୍ମା ଶିବ ପିତାଙ୍କ ଉଦ୍ଦେଶ୍ଯରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରାଜ ଯୋଗିନୀ ଉର୍ମିଳା ଦିଦି ସହର ବାସୀଙ୍କ ଉଦ୍ଦେଶ୍ଯରେ ଲୋକାର୍ପିତ ପ୍ରଭୁପ୍ରୀତ ଭଵନ ସହରବାସୀଙ୍କୁ ଆଧ୍ଯାତ୍ମିକ ପ୍ରଗତି ରେ ସହାୟକ ହେବା ସହ ସହର ବାସୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମାଜିକ ପ୍ରଗତିରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ lବ୍ରହ୍ମପୁର୍ ସବଜୋନ୍ ର ସହ ପ୍ରଶାସିକା ତଥା ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ମାଳା ଦିଦି ଇଶ୍ବରୀୟ ସେବାରେ ବିଗତ ତିନି ଦଶନ୍ଧି ଧରି ନିରବଚ୍ଛିନ୍ନ ସହଯୋଗୀ ହୋଇ ସହରବାସୀ ଭାଇଚାରାର ଯେଉଁ ପ୍ରମାଣ ଦେଇଛନ୍ତି ତାହା ଈଶ୍ୱରୀୟ ସେବାରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମର ସମ୍ମାନିତ ଅତିଥି କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ବହୁମୂଖୀ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହିତ ସମସ୍ତ ଭଉଣୀ ଭାଇଙ୍କୁ ସାଧୁବାଦ ଜଣାଇଥିଲେ l କାର୍ଯ୍ୟକ୍ରମରରେ ରାଜ୍ଯ ବିଜେପି କାର୍ଯ୍ଯକାରିଣୀର ସଦସ୍ୟା ତଥା ମଧୁର ଭାରତୀ ପତ୍ରିକାର ସମ୍ପାଦିକା ଜୟନ୍ତୀ ପଢ଼ିଆରୀ ତଥା ସହରର ସମସ୍ତ୍ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ପରମାତ୍ମା ଙ୍କ କାର୍ଯ୍ୟରେ ସହଯୋଗୀ ହୋଇ ଆଗକୁ ବଢିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ lଆସିକା ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟ ନଗର ପ୍ରଭୁ ପ୍ରୀତ ଭଵନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ସୁଜ୍ଞାନୀଙ୍କ ଦ୍ଵାରା ବାହାଡ଼ା ଝୋଲା ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ଲକ୍ଷ୍ମି, ଖଲିକୋଟ ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ଜ୍ୟୋତ୍ସ୍ନା, ଗୋବରା ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ଯାଜ୍ଞସେନୀ, ଭଞ୍ଜନଗର ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ସନ୍ତୋଷୀନି,ବ୍ରହ୍ମପୁର ନୀଳାଞ୍ଚଳ ନଗର ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ପ୍ରଶଂସା,ବ୍ରହ୍ମପୁର ହାଉସିଂ ବୋର୍ଡସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ କସ୍ତୁରୀ, ବ୍ରହ୍ମପୁର ହର୍ଷନଗରସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ କଲ୍ଯାଣୀ, ଗୋପାଳପୁର ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ସଂଘମିତ୍ରା ଓ ରମ୍ଭା ସେବା କେନ୍ଦ୍ର ସଂଚାଳିକା ରାଜଯୋଗିନୀ ଲିଲିଙ୍କୁ ସମ୍ମାନୀତ କରାଯାଇଥିଲା l ହରି ହର ଶାସ୍ତ୍ରୀୟ ସଙ୍ଗୀତ ଏକାଡେମୀର ନିର୍ଦେଶକ ଅଭୟ ପରିଡାଙ୍କ ନିର୍ଦ୍ଦେଶନାରେ ସୁଶ୍ରୀ ତୁଳସୀ ଚନ୍ଦନ ଏବଂ ବ୍ରହ୍ମାକୁମାରୀ କୌଶିକlଙ୍କ ସ୍ୱାଗତ୍ ନୃତ୍ୟ ସମସ୍ତଙ୍କୁ ମନମୁଗ୍ଧ କରିଥିଲା l ବରିଷ୍ଠ ରାଜୟୋଗୀ ବ୍ରହ୍ମାକୁମାର କୃଷ୍ନ, ବରିଷ୍ଠ ରାଜୟୋଗୀ ବ୍ରହ୍ମାକୁମାର ଅକ୍ଷୟ ଓ ବରିଷ୍ଠ ରାଜୟୋଗୀ ବ୍ରହ୍ମାକୁମାର ଦିଲ୍ଲୀପଙ୍କ ସହ ବ୍ରହ୍ମାକୁମାରୀ ନିରୁ, ଅନୁ, ଭାଗ୍ୟ, ନର୍ମଦା, ସ୍ମିତା, ସବିତା, ଆଶା, ନୀଳିମା, ସୁଧା, ଜୟଶ୍ରୀ, ଧରଣୀ ଓ ଆସୀନା ଏବଂ ବ୍ରହ୍ମା କୁମାର ଶିଶିର, ଚରଣ,ବଳରାମ, ବିଶିକେଶନ, ବୁଲୁ, ପଞ୍ଚାୟତ୍ରି, କାଳୁ, ସୁଦର୍ଶନ, ସୁନୀଲ, ସତ୍ୟପ୍ରିୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ବ୍ରହ୍ମପୁର ସବ ଜୋନ୍ ର ପନ୍ଦର ଶହ ଭଉଣୀ ଭାଇ ଯୋଗ ଦେଇଥିଲେ l

    Related News

    Follow Us