ଅଂଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ସମାଜସେବୀ ସାମ୍ବାଦିକ ଲୋକନାଥ ପରିଡା,, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ତାଙ୍କ ସରକାରୀବାସଭବନ ରେ ସାକ୍ଷାତ କରି ଅଂଚଳ ର ପୂର୍ବରୁ ରହିଥିବା ସରକାର ବାହାନଗା ବ୍ଲକରେ ପ୍ରଶାସନିକ ନିମ୍ନ ମାନର କାର୍ଯ୍ୟ କରି ଙ୍କର ପିସି ଖାଇବା ପ୍ରଶାସନିକ,, ଗୁଲାମ କରୁଥିବା ଭ୍ରଷ୍ଟାଚାର କାର୍ଯ୍ୟରତ କତୃପକ୍ଷ ଓ ଦୃନୀତି ଘଟାଇ ଲୋକଙ୍କର ହକ କୁ ମରଣାନୀତି କରି ବଂଚିତ କରୁଥିବା ଏବଂ ଅଂଚଳ ରେ ଦେଶୀ ଓ ବିଦେଶୀ ମଦ ଛୀନତାଇ ପ୍ରତି ସୁରକ୍ଷା ଦେଉଥିବା ବିଭାଗୀୟ କତୃପକ୍ଷ ସେମାନଙ୍କ ଶହ ଜଡିତ ରହି ଉକ୍ତ ଅଂଚଳ ଦିନ କୁ ଦିନ ଗୁଣ୍ଡା ଗର୍ଦୀ ବଢିବା ରେ ଲାଗିଛି,ଏସବୁi ବିଷୟରେ କଥା ହୋଇ କିପରି ଅଂଚଳ ରେ ଅସାମାଜିକ କାମ ଗୁଡିକ ଦୂର ରହିବ୍,, ଅଂଚଳ ବାସି ସୁରକ୍ଷିତ ଜୀବନ ଯାପନ ଅତିବାହିତ କରିବେ,, ସେ ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ, ଏବଂ ମୁଖ୍ୟ ମନ୍ତ୍ରୀ ଖୁବ ଶୀଘ୍ର ଗମ୍ଭୀତାର ବିଚାର କୁ ନେଇ ସମାଧାନ କରିବେ ବୁଲି ପ୍ରତିଶୃତି ଦେଇଥିଲେ, ବାହାନଗା ରୁ କାର୍ତ୍ତିକ ପୁଥାଳ ଙ୍କ ରିପୋର୍ଟ ସଂଘର୍ଷ ଟିଭି