Search
Close this search box.

ନୀଳଗିରିରେ ଖୋଲିଲା ଏଚ,ଡି,ଏଫ,ସି, ବ୍ୟାଙ୍କର ନୂତନ ଶାଖା

0
SHARES
43
VIEWS

ନୀଳଗିରି ସାନଅତା ୟୁପି ସ୍କୁଲ ନିକଟରେ ଏଚ,ଡି,ଏଫ,ସି, ବ୍ୟାଙ୍କର ନୂତନ ଶାଖାର ଶୁଭ ଉଦଘାଟନ ହୋଇଯାଇଛି | କ୍ଲୋଷ୍ଟୋର ମୁଖ୍ୟ ଦେବବ୍ରତ ନାୟକଙ୍କ ତତ୍ଵାବଧାନ ରେ ଉଦ୍ଘାଟନୀ ଦିବସରେ,ଶାଖା ପରିଚାଳକ ସୁବ୍ରତ ଦାସ ସଭାପତିତ୍ୱ କରିଥିଲେ | ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଫିତା କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବେ ନୀଳଗିରି ଏନ,ଏ,ସି, ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଯୋଗ ଦେଇଥିଲେ | ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ସୁବ୍ରତ ଦାସ
ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ପୁଷ୍ପାଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ପର୍ସନାଲ୍ ବ୍ୟାଙ୍କର୍ସ ବିଶ୍ୱଜିତ ପାତ୍ର,ଅଥୋରାଇଜର ଶ୍ୟାମଳୀ ମିଶ୍ର ,ଟେଲର୍ ସାନ୍ତୁନୁ ଉପାଧ୍ୟାୟ ପ୍ରମୁଖ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ | ପ୍ରଥମ ଦିବସରେ ନୂତନ ସଞ୍ଚୟ ଖାତା, କରେଣ୍ଟ ଆକାଉଣ୍ଟ ଖୋଲିବା ପାଇଁ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା | ନୂତନ ଭାବେ ବିଭିନ୍ନ ଆକର୍ଷଣୀୟ ସୁଧ ହାରରେ ଗୃହ ଋଣ ଠାରୁ ଆରମ୍ଭ କରି ଘରୋଇ ଉପକରଣ ଋଣ, ଗାଡ଼ି ଋଣ ଭଳି ପ୍ରମୁଖ ଅତ୍ୟାବଶ୍ୟକ ଋଣ ମାନ ଅତି ସହଜ କାଗଜ ପତ୍ରରେ ଏବଂ ସହଜ କିସ୍ତିରେ ବ୍ୟାଙ୍କ ପକ୍ଷରୁ ଉପଲବ୍ଧ କରାଯାଉଛି ବୋଲି ଶାଖା ପରିଚାଳନା ସୂଚନା ଦେଇଛନ୍ତି
ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।

    Related News

    Follow Us