-NEET ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
-ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାରେ ଭାରତ ସରକାର ଓ NTA ପ୍ରତିବଦ୍ଧ’
-୨୪ ଲକ୍ଷ ଛାତ୍ରଛାତ୍ରୀ ସ୍ବଚ୍ଛତାର ସହ ପରୀକ୍ଷା ଦେଇଛନ୍ତି #BJP
-ପେପର ଲିକ୍ ହୋଇନି, କି ହେବାର ଏବେ ଯାଏଁ ପ୍ରମାଣ ମିଳିନି
-୧୫୬୩ ପିଲାଙ୍କ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଡେଲ ଗ୍ରହଣ କରାଯାଇଛି
-ଏନେଇ କମିଟି ଗଠନ କରାଯାଇଛି, କୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବୁ | -ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ୍
-ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍ ନେଇ ରେଡ୍
-ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ ସ୍ଥାନରେ ରେଡ୍ କରୁଛି ସିବିଆଇ
-କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଅଞ୍ଚଳରେ ରେଡ୍
-ରେଡ୍ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ
-ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା
-ପ୍ରାର୍ଥୀଙ୍କ ଭିତରୁ ୬୩ ଜଣ ଜାଲ୍ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଥିଲା
-୧୩୮୨ ପଦବୀ ପାଇଁ ୨୦୨୩ରେ ବାହାରିଥିଲା ବିଜ୍ଞପ୍ତି |