Search
Close this search box.

ଘରୋଇ କଳିକୁ କେନ୍ଦ୍ର କରି ମହିଳାଙ୍କ ବେକରେ ରସି ଲଗାଇ ଆତ୍ମହତ୍ୟା

0
SHARES
29
VIEWS

ଆସିକା ୧୧/୦୬- ଘରୋଇ କଳିକୁ କେନ୍ଦ୍ର କରି ମହିଳାଙ୍କ ଆତ୍ମହତ୍ୟା l ଆସିକା ବ୍ଲକ ଅନ୍ତର୍ଗତ ବାଙ୍ଗରଡ଼ା ନୁଆଁସାହି ଉମାକାନ୍ତ ସାମଲ ଙ୍କ ସ୍ତ୍ରୀ ତପସ୍ୱିନୀ ସାମଲ ବୟସ ୩୪ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି l ପ୍ରକାଶ ଥାଉକି ଆସିକା ବ୍ଲକ ବାଙ୍ଗରଡ଼ା ପଞ୍ଚାୟତ ଗାଙ୍ଗପୁର ଥାନା ଅଧୀନ ବାଙ୍ଗରଡ଼ା ନୁଆସାହି ର ଉମାକାନ୍ତ ସାମଲ ତପସ୍ୱିନୀ ସାମଲ ଙ୍କ ସହ ବୈଦିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା l ଉଭୟ ଙ୍କ ଦୁଇଟି ପୁଅ ଅଛନ୍ତି lଆଜି ସକାଳ ସମୟରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ମନମାଳୀନ ହୋଇଥିଲା l ସ୍ୱାମୀ ଓ ପୁଅ ପ୍ରସାଦ ଖାଇବା ପାଇଁ ନିକଟସ୍ଥ ଗହଙ୍ଗୁ ମଙ୍ଗଳା ମନ୍ଦିରକୁ ଯାଇ ଘରକୁ ଫେରିବା ବେଳକୁ ତପସ୍ୱିନୀ ଉପର ଘର ଫ୍ୟାନ ହୁକରେ ରସି ସାହାଯ୍ୟରେ ଝୁଲି ପଡ଼ିଥିଲେ l ସଙ୍ଗେ ସଙ୍ଗେ ତାଙ୍କୁ ଆସିକା ଉପଖଣ୍ଡ ଚିକିତ୍ସା ଲୟକୁ ଅଣାଯାଇଥିଲା l ଏଠାରେ କାର୍ଯ୍ୟରତ ଡାକ୍ତର ତାଙ୍କ ମୃତ୍ଯୁ ଘୋଷଣା କରିଥିଲେ l ଏନେଇ ଗାଙ୍ଗପୁର ଥାନାରେ ମୃତ ତପସ୍ୱିନୀ ଙ୍କ ସ୍ୱାମୀ ଉମାକାନ୍ତ ଏକ ଲିଖିତ ଅଭିଯୋଗ ପରେ ଥାନା କେସ ନମ୍ବର ୧୨/୨୪ପ୍ରକାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିଛି l

    Related News

    Follow Us