ଘୁଞ୍ଚିଲା ନୂଆ ସରକାର ଗଠନ ତାରିଖ
( ବ୍ୟୁରୋ):୧୦/୬/୨୪ଓଡ଼ିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ , ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କଶପଥ ଗ୍ରହଣ ତାରିଖକୁ ପୁଣି ଘୁଞ୍ଚାଇ ଦିଆଯାଇଛି ।
ଜୁନ୍ ୧୦ ନୁହେଁ, ଜୁନ୧୨ରେ ଶପଥ
ମୁଖ୍ୟମନ୍ତ୍ରୀ ରେସ୍ରେ ସୁରେଶ ପୂଜାରୀ,
ମନମୋହନଙ୍କ ସମେତ ଆଉ ୩ ନେତା
୧୦ ନୁହେଁ, ୧୨ରେ ଓଡ଼ିଶାରେ ମିଳିଛି । ଓଡ଼ିଶାରେ ବିଳମ୍ବ ହେଉଛି ସରକାର
ଗଠନ ପ୍ରକ୍ରିୟା । ପୂର୍ବରୁ ଜୁନ ୧୦ ତାରିଖ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା କୌଣସି କାରଣ ପାଇଁ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ ଉତ୍ସବକୁ
ଭୁବନେଶ୍ଵରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ।ରାଜଧାନୀ ଭୁବନେଶ୍ୱରରେ ରୋଡ୍ ସୋ” କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୨ ତାରିଖ ବୁଧବାର ସଂଧାରେ ମୋଦି ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ଏହିରୋଡ୍ ସୋ” ହେବ। ରୋଡ୍ ସୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଯିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୨ ତାରିଖରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ଜନତା ମୈଦାନରେ ହେବ । ସେଥୁପାଇଁ ଜନତା ମୈଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏୟରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର
କାର୍ଯ୍ୟକ୍ରମ ରହିଛି । ତେଣୁ କଢ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୁଲିସ୍ ।ଦୌଜରେ ରହିଥିବା ଜଣାପଡିଛି। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁଏଲ ଓରାମ,ଅଶ୍ବିନୀ ବୈଷ୍ଣବଙ୍କ ସମେତ ପ୍ରଧାନଙ୍କୁ ହେବ ଶପଥ ଗ୍ରହଣ ସମାରୋହ ସଞ୍ଚାଇ ଦିଆଯାଇଛି । ତେବେ ସବୁଠାରୁ ବଡ ପୁଣି ଥରେ କେନ୍ଦ୍ର ମଝିମଣ୍ଡଳରେ ସାମିଲ ମନରେ ଉତ୍ସାହ ଓ ସସପେନ୍ସ ଲାଗିରହିଛି ।ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ପାଇଁ
ଜୁନ୍ ୧୦ ତାରିଖ ଧାର୍ଯ୍ୟ ହୋଇଥିବାବେଳେ
ଏବେ ଏଥିରେ ପରିତବର୍ଜନ ହୋଇଥିବା ସୂଚନା ।କଥା ହେଉଛି ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଯାଏଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାଜ୍ୟ ବିଜେପିର ଅନେକ ହେଭି ବେଟେ ନେତା ହୋଇଥିବା ବେଳେ ଏହି ୩ଜଣ ଏବେ ମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡିଛନ୍ତି । ସେହିପରି
ମୁଖ୍ୟମନ୍ତ୍ରୀ ରେସ୍ରେ ସୁରେଶ ପୂଜାରୀ,
ମନମୋହନ ସାମଲଙ୍କ ବ୍ୟତୀତ ଆଉ ୩
ନେତାଙ୍କ ନାମ ଚର୍ଚ୍ଚାରେ ରହିଛି ।ଓଡିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଢିବାକୁ ଯାଇଥିବା ବେଳେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ନେଇ ସମସ୍ତଙ୍କ ମନମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ?
ମୁଖ୍ୟମନ୍ତ୍ରୀ ବେହେରାକୁ ନେଇ ସସପେନ୍ସ୍ ଲାଗି ରହିଥିବାବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱ କିଛି ସର୍ପ୍ରାଇଜି ବି ଦେଇପାରନ୍ତି ବୋଲି କୁହାଯାଉଛି।।।