Search
Close this search box.

ପାଣ୍ଡିଆନ ଜଣେ ସଚ୍ଚୋଟ ଅଫିସର???

0
SHARES
11
VIEWS

ପୂର୍ବତନ ମୁଖ୍ଯମନ୍ତ୍ରୀ କହିଲେ ଯେ ମୁଁ ସବୁବେଳେ ଓଡ଼ିଶା ଲୋକଙ୍କ ସେବା ଜାରି ରଖିବି।

ପାଣ୍ଡିଆନ ଜଣେ ସଚ୍ଚୋଟ ଅଫିସର। ସେ ବହୁତ ଭଲ କାମ କରିଚନ୍ତି । ତାଙ୍କୁ ସମାଲୋଚନା କରିବା ଠିକ ନୁହେଁ’- ନବୀନ ପଟ୍ଟନାୟକ, ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି : ନବୀନ
-ବିଜେଡିର ପରାଜୟକୁ ନେଇ ସଭାପତି ନବୀନଙ୍କ ବଡ଼ ବୟାନ
-ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ଆଉ ଥରେ ସ୍ପଷ୍ଟ କରୁଛି
-ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ

ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ : ନବୀନ

-ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା’
-ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ୱୀକାର କରୁଛୁ
-ପରାଜୟ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି
-ପରାଜୟପରେନବୀନ_ପଟ୍ଟନାୟକଙ୍କପ୍ରଥମ ପ୍ରତିକ୍ରିୟା
-ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ
-ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ
-ସେ କୌଣସି ପଦ ପଦବୀରେ ନାହାଁନ୍ତି, ନିର୍ବାଚନ ଲଢ଼ି ନାହାଁନ୍ତି

    Related News

    Follow Us