*BSKY କାର୍ଡରେ ସେବା ଜାରି ପାଇଁ ନିର୍ଦ୍ଧେଶ*-ସମସ୍ତ ଅନୁବନ୍ଧିତ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଧେଶ-ରୋଗୀ ଓ ସମ୍ପର୍କୀୟଙ୍କୁ ଭୟଭୀତ ନହେବାକୁ ପରାମର୍ଶ-‘ଜୁନ୍ ୪ରେ #BSKY କାର୍ଡରେ ୫,୮୦୦ ରୋଗୀ ଓ ଜୁନ୍ ୫ରେ ୫,୩୮୯ ରୋଗୀ ଚିକିତ୍ସିତ ହୋଇଛନ୍ତିBSKYରେ ରୋଗୀ ସେବା ଜାରି ଥିବା କହିଲା ସ୍ବାସ୍ଥ୍ୟ ବିଭାଗ