Search
Close this search box.

ପ୍ରକୃତି ମାତାଙ୍କ ପୂଣ୍ୟ ପୀଠରେ ପୂଜା କଲେ ଲେଫ୍ଟନାଟଂ କର୍ଣ୍ଣେଲ ମନ୍ମମଥ ଖଣ୍ଡୁଆଲ

0
SHARES
5
VIEWS

ଆସିକା,୨୨/୫ –

ଆସିକା ବାବନପୁର ଠାରେ ବିରାଜମାନ ହୋଇ ଥିବା ମୋକ୍ଷର ଧାମ ପ୍ରକୃତି ମାତାଙ୍କ ପୂଣ୍ୟ ପୀଠରେ ପ୍ରକୃତି ଓ ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେବାଦେବୀଙ୍କ ଭଳି ପ୍ରକୃତିମାତାଙ୍କ ପୂଜା କରି ବୃକ୍ଷରୋପଣ, ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା କ୍ଷେତ୍ରରେ ସମସ୍ତଙ୍କୁ ସଚେତନତା କରିବା ସହିତ ସମୟ ଓ ଆର୍ଥିକ ବିନିଯୋଗ କରିବା ପାଇଁ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଡ୍ ଅନୁଷ୍ଠାନର କାର୍ଯ୍ୟକର୍ତା , କୃଷକ, ଛାତ୍ରଛାତ୍ରୀ ଏବଂ ଶିଶୁଙ୍କୁ ଉଦବୋଧନ ଦିଆଯାଇଥିଲା । ଗାୟତ୍ରୀ ପରିବାର ଆସିକା ଶାଖାର ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ, ମାନ୍ୟଗଣ ବ୍ୟକ୍ତି ପ୍ରକୃତିର ସୁରକ୍ଷା ଓ ବିକାଶ ପାଇଁ ବେଦପାଠ ମନ୍ତ୍ର ଉଚ୍ଚାରଣ କରିଥିଲେ । ଆସିକା ଶାଖା ଗାୟତ୍ରୀ ପରିବାରର ସନ୍ତୋଷ କୁମାର ନାୟକ, ସରପଚଂ ସଞ୍ଜୟ କୁମାର ନାୟକ, ପ୍ରଫୁଲ ଗୈାଡ, ଧନୁଦ୍ଧର ମୁନୀ, ଶିବରାମ ବାଡତ୍ୟା, ବିଷ୍ଣୁ ପ୍ରସାଦ ସେଠି, ଦୂର୍ଗା ପ୍ରସାଦ ପାଣିଗ୍ରାହୀ, ଜ୍ୱାଲା ପ୍ରସାଦ ଆଚାର୍ଯ୍ୟ ସାଙ୍ଗକୁ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।

    Related News

    Follow Us