Search
Close this search box.

ପୁଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

0
SHARES
7
VIEWS

ପୁଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜେପିର
ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପପାଣିଗ୍ରାହୀ

ବ୍ରହ୍ମପୁର, ୨୦/୫ :ହସ୍ପିଟାଲରୁ ବାହାରି ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି ବିଜେପିର
ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡକ୍ଟର ଭାରତୀୟ
ଜନତା ପାରଟି ।ଭାରତୀୟଜନତା ପାର୍ଟି
ଓଡ଼ିଶା ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନ
ବେଳେ ସେ ବ୍ରହ୍ମପୁର ଗୋଷାଣି ନୁଆଗାଁର ବୁଥକୁ ଯାଇଥିଲେ। ଏହି ସମୟରେ ସେ
ଆକ୍ରମଣର ଶିକାର ହୋଇଥିଲେ।ପୁଲିସ୍ ଉପସ୍ଥିତିରେ ସେ ଆକ୍ରମଣର ଶିକାର ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା
ପୁଲିସର ହିଁ ଏହା ଏକ ବିଫଳତା ବୋଲି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।ଏହି ଘଟଣା ପରେ ପୁଲିସ ଡିଜି ପାର୍ଟି କହିଥିଲେ,
ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବନି। କିନ୍ତୁ ସେ କେବଳ ନିର୍ବାଚନ କମିସନଙ୍କୁ ଡରି ଏପରି କହିଥିଲେ ବୋଲି ପ୍ରଦୀପ
ପାଣି ଗ୍ରାହୀ କହିଛନ୍ତି। ତାଙ୍କ ଛାତିରେ ହାଡ଼ ଭାଙ୍ଗିଛି। ଅପରେସନ ହୋଇଛି। ସଂପୂର୍ଣ୍ଣ ଠିକ୍ ହେବାକୁ ତାଙ୍କୁ ଆଉ ୩ ମାସ ସମୟ
ଲାଗିବ ବୋଲି କହିଛନ୍ତି ଡକ୍ଟର ପ୍ରଦୀପ ପାଣିଗ୍ରାହୀ।

    Related News

    Follow Us