Search
Close this search box.

କଂଗ୍ରେସ ପ୍ରାର୍ଥୀନି ଡ଼ ସୁରଭି ବିଷୋଇ ଙ୍କ ପ୍ରଚାର ।

0
SHARES
19
VIEWS

ଆସିକା:(୧୨|୫) ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ସ୍ୱର୍ଗତ କଂଗ୍ରେସ ନେତା ଉମା ଚରଣ ବିଷୋୟୀଙ୍କ ପୁତ୍ରବଧୂ ଚଳିତ ନିର୍ବାଚନରେ ବିଧାୟକ ପାର୍ଥି ରୂପେ ମଇଦାନକୁ ଓ ହ୍ଲାଇଛନ୍ତି । ବିଧାୟିକା ପ୍ରାର୍ଥୀ ସୁରଭି ବିଷୋୟୀ କଂଗ୍ରେସ ଗ୍ୟାରିଣ୍ଟିକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ନିଜର ପ୍ରଚ ପ୍ରଚାର ଅଭିଯାନକୁ ଜୋରଦାର୍ କରିଛନ୍ତି ାଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ କଂଗ୍ରେସର ନିର୍ବାଚନ ପ୍ରଚାର ଦିନକୁ ଦିନ ଜୋର୍ ଧରୁଥିବା ବେଳେ ବିଧାୟକ ପ୍ରାର୍ଥୀ ସୁରଭିବିଷୋୟୀଙ୍କ ଏହି ନିର୍ବାଚନ ପ୍ରଚାର ଅଭିଯାନରେ ଯୁବନେତା ସନ୍ତୋଷ ବିଷୋୟୀ, ଅମୀର ବିଷୋୟୀ, ଟୁଲୁ ବିଷୋୟୀ, ଶରତ ପଣ୍ଡା, ସିମାଞ୍ଚଳ ପାତ୍ର, ରବିନ୍ଦ୍ର ସାହୁ, ସରୋଜ ବିଷୋୟୀ, ଅନିଲ୍ ପ୍ରଧାନ, ନିରାକାର ସ୍ଵାଇଁ, ବିନାୟକ ଗୌଡ, ଭଗବାନ ସ୍ଵାଇଁ, ବାଲ୍ୟ ସ୍ଵାଇଁ, ଗୋପାଳକୃଷ୍ଣ ସ୍ଵାଇଁ, ସୁଶାନ୍ତ ଗୌଡଙ୍କ ସମେତ ବହୁ ଶୁଭେଚ୍ଛୁ ଓ ଚ୍ଛୁ ଓ ସମର୍ଥକ ସାମିଲ ହେଉଥିବା ଦେଖିବାକୁ ମିଳୁଛି ାଦଳର କାର୍ଯ୍ୟକର୍ତ୍ତାମାନେ ପ୍ରତି ଘରେ ପହଞ୍ଚି ଯୁବ ବର୍ଗଙ୍କୁ ନିଶ୍ଚିତ ଗ୍ୟାରେଣ୍ଟି ବାର୍ଭା ପହଞ୍ଚା ହଞ୍ଚାଇବାକୁ ବିଧାୟିକା ପ୍ରାର୍ଥୀ ସୁରଭି ବିଷୋୟୀ ଆହ୍ୱାନ କରିବା ସହ ତୃଣମୂଳସ୍ତରରୁ କଂଗ୍ରେସ ଦଳ କିଭଳି ଅଧିକ ସୁଦୃଢ ହେବ ହବ ଓ ଆଗାମୀ ବିଧାନସଭା ନିର୍ବାଚନରେ ଦଳର ଏବଂ ଦଳ ପୂର୍ବ ଗୌରବକୁ ଫେରାଇ ଅଣାଯାଇପାରି ଉପାରିବ ଏବ ଭଲ ଫଳ ପ୍ରଦର୍ଶନ କରି ବିଜୟଧ୍ଵଜା ଉଡାଇବ ତାହାକୁ ଦୃଷ୍ଟିରେ ରଖି ଦଳୀୟ ନେତା ଓ କର୍ମୀମାନେ କାର୍ଯ୍ୟ କରିବାକୁ ଗୁରୁମନ୍ତ୍ର ଦେଉଥିବା ଲକ୍ଷ୍ୟ କରାଯାଇଛି।

    Related News

    Follow Us