Search
Close this search box.

ବିଜେଡି କୁ କାଳ ହେବ କି କଂଗ୍ରେସ

0
SHARES
13
VIEWS

ବିଧାନସଭା କଂଗ୍ରେସ ପ୍ରାର୍ଥୀ ଯଶୋବନ୍ତ ନାରାୟଣ ସିଂ ଲାଗୁରି ଙ୍କ ନାମାଙ୍କନ ପତ୍ର ଦାଖଲ,,ଯୋଡା- (ସଂଘର୍ଷ ରମେଶ) ସୋମବାର ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନରେ କଂଗ୍ରେସ ଦଳ ପକ୍ଷରୁ ଚମ୍ପୁଆ ବିଧାନସଭା ପ୍ରାର୍ଥୀ ଯଶୋବନ୍ତ ନାରାୟଣ ସିଂ ଲାଗୁରି ବିଶାଳ ପଟୁଆର ରେ ନିଜର ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଶ୍ରୀ ଲାଗୁରି ନିଜ ଗ୍ରାମ ରାମଲା ଗ୍ରାମରୁ ନିଜ ସମର୍ଥକ ଙ୍କ ସହ ପ୍ରାୟ 10 ରୁ 12 ହଜାର କର୍ମୀଙ୍କ ସହ ବାଜା ବାଣ ରୋଷଣୀ କରି ଏକ ବିରାଟ ପଟୁଆରରେ ନିଜର ଶକ୍ତି ପ୍ରଦର୍ଶନ ପୂର୍ବକ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି, ଏହି ପଟୁଆର ରେ କେନ୍ଦୁଝର ସଂସାଦ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ପାଟଣା ବିଧାୟକ୍ ପ୍ରାର୍ଥୀ ହୃଶୀକେଶ ନାୟକ,ପୂର୍ବତନ ଚମ୍ପୁଆ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ବିଭାଗ ର ଅଧ୍ୟକ୍ଷ ଯଦୁମଣି ବାରିକ, ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧିର,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭଂ ରାଜ ଙ୍କ ସମେତ ବ୍ଲକ ସଭାପତି ଏବଂ ନଗର ସଭାପତି ଯୋଗ ଦେଇଥିଲେ, କଂଗ୍ରେସ ସମର୍ଥନ ରେ ବାହାରିଥିବା ହଜାର ହଜାର ସମର୍ଥକ ବିଜୁ ଜନତା ଦଳ ପାଇଁ ମୁଣ୍ଡ ବିନ୍ଧା ର କାରଣ ସାଜିଥିବା ବେଳେ ଆସନ୍ତା ନିର୍ବାଚନରେ ବିଜେଡି ପାଇଁ କାଳ ସାଜିବ ବୋଲି ରାଜନୀତି ମହଲରେ ଆଲୋଚନା ହେଉଥିବା ଜଣାପଡ଼ିଛି ।

    Related News

    Follow Us