Search
Close this search box.

ନିଆରା ପ୍ରୟାସ ମଙ୍ଗଳପୁର ପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର

0
SHARES
8
VIEWS

ନିଆରା ପ୍ରୟାସ ମଙ୍ଗଳପୁର ପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର
ମୋମେଣ୍ଟୋରେ ଲେଖା ଅଛି “ ମୋ
ଭୋଟ୍ ମୋ କର୍ତ୍ତବ୍ୟ ।” ଏହି କର୍ତ୍ତବ୍ୟକୁ
ନିଷ୍ଠାର ସହ ସମ୍ପାଦନ କରିବାକୁ
ହେଲେ ଆମକୁ ନିଶ୍ଚିତରୂପେ ଜୁନ୍ ୧
ତାରିଖରେ ଭୋଟ୍ ଦେବାକୁ ହେବ । ଏ
ଭୋଟ୍ ଅବାଧ, ନିରପେକ୍ଷ,
ପ୍ରଲୋଭନମୁକ୍ତ ଓ ବିବେକାନୁମୋଦିତ
ହେବା ଜରୁରୀ। ଯୋଗ୍ୟ ପ୍ରତିନିଧି ବାଛି
ନିଜ ନାଆର ନିଜେ ନାଉରୀ ଅଥବା
ନିଜର ଭାଗ୍ୟ ନିଜେ ଲେଖିବା ପାଇଁ
ଜୁନ୍ ୧ରେ ଆମକୁ ସୁନିଶ୍ଚିତ କରିବାକୁ
ହେବ ଆମର ଭୋଟ୍ । ଏହି
ମୋମେଣ୍ଟୋ ପ୍ରଦାନ କାର୍ଯ୍ୟକ୍ରମରେ
ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲା ।
ନିର୍ବାଚନ ଅଧୂକାରୀ ତଥା ଆଳି
ବିଧାନସଭା ନିର୍ବାଚନ ମଣ୍ଡଳୀର
ରିଟଣ୍ଡିଂ ଅଫିସର ପୀତାମ୍ବର ସାମଲ,
ରାଜନଗର ବିଧାନସଭା ନିର୍ବାଚନ
ମଣ୍ଡଳୀର ରିଟର୍ଡିଂ ଅଫିସର ନୀଲୁ
ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ
ଆସିକା (ଭାସ୍କର ନ୍ୟୁଜ୍): ଗ୍ରୀଷ୍ମର ପ୍ରଭାବ
ଯେତିକି ବଢ଼ୁଛି ପ୍ରଚାର ମଇଦାନରେ
ପ୍ରଚାର ସେତିକି ଜମୁଛି । ନେତା
ମାନେ ଘର ଘର ବୁଲି ଲୋକମାନଙ୍କୁ
ଭୋଟ ଭିକ୍ଷା କରୁଛନ୍ତି । ତେବେ ଆଜି
ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ
ମଣ୍ଡଳୀରେ ବିଜେଡି ଜୋରଦାର
ପ୍ରଚାର ଆରମ୍ଭ କରିଛି । ନିଜର
ସମର୍ଥକମାନଙ୍କୁ ନେଇ ପ୍ରଚାର
ମଇଦାନକୁ ଓହ୍ଲାଇଛନ୍ତି ବିଜେଡି
ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ । ୫ ଟି
ନବୀନ ଗ୍ୟାରେଣ୍ଟି ସହ ବିଜେଡି
ସରକାରର ୨୫ ବର୍ଷର ବିକାଶ ବାର୍ତ୍ତାକୁ
ପ୍ରାର୍ଥେୟ କରି ଘର ଘର ବୁଲି ଲୋକଙ୍କୁ
ଭୋଟ ଭିକ୍ଷା କରୁଛନ୍ତି ମଞ୍ଜୁଳା ସ୍ୱାଇଁ ।
ନବରନ୍‌ପୁର ଓ ମଙ୍ଗଳପୁର ଠାରେ
ଜୋରଦାର ପ୍ରଚାର କରିଛନ୍ତି ବିଜେଡି
ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ।

    Related News

    Follow Us

    ନିଆରା ପ୍ରୟାସ ମଙ୍ଗଳପୁର ପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର
    ମୋମେଣ୍ଟୋରେ ଲେଖା ଅଛି “ ମୋ
    ଭୋଟ୍ ମୋ କର୍ତ୍ତବ୍ୟ ।” ଏହି କର୍ତ୍ତବ୍ୟକୁ
    ନିଷ୍ଠାର ସହ ସମ୍ପାଦନ କରିବାକୁ
    ହେଲେ ଆମକୁ ନିଶ୍ଚିତରୂପେ ଜୁନ୍ ୧
    ତାରିଖରେ ଭୋଟ୍ ଦେବାକୁ ହେବ । ଏ
    ଭୋଟ୍ ଅବାଧ, ନିରପେକ୍ଷ,
    ପ୍ରଲୋଭନମୁକ୍ତ ଓ ବିବେକାନୁମୋଦିତ
    ହେବା ଜରୁରୀ। ଯୋଗ୍ୟ ପ୍ରତିନିଧି ବାଛି
    ନିଜ ନାଆର ନିଜେ ନାଉରୀ ଅଥବା
    ନିଜର ଭାଗ୍ୟ ନିଜେ ଲେଖିବା ପାଇଁ
    ଜୁନ୍ ୧ରେ ଆମକୁ ସୁନିଶ୍ଚିତ କରିବାକୁ
    ହେବ ଆମର ଭୋଟ୍ । ଏହି
    ମୋମେଣ୍ଟୋ ପ୍ରଦାନ କାର୍ଯ୍ୟକ୍ରମରେ
    ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲା ।
    ନିର୍ବାଚନ ଅଧୂକାରୀ ତଥା ଆଳି
    ବିଧାନସଭା ନିର୍ବାଚନ ମଣ୍ଡଳୀର
    ରିଟଣ୍ଡିଂ ଅଫିସର ପୀତାମ୍ବର ସାମଲ,
    ରାଜନଗର ବିଧାନସଭା ନିର୍ବାଚନ
    ମଣ୍ଡଳୀର ରିଟର୍ଡିଂ ଅଫିସର ନୀଲୁ
    ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ
    ଆସିକା (ଭାସ୍କର ନ୍ୟୁଜ୍): ଗ୍ରୀଷ୍ମର ପ୍ରଭାବ
    ଯେତିକି ବଢ଼ୁଛି ପ୍ରଚାର ମଇଦାନରେ
    ପ୍ରଚାର ସେତିକି ଜମୁଛି । ନେତା
    ମାନେ ଘର ଘର ବୁଲି ଲୋକମାନଙ୍କୁ
    ଭୋଟ ଭିକ୍ଷା କରୁଛନ୍ତି । ତେବେ ଆଜି
    ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ
    ମଣ୍ଡଳୀରେ ବିଜେଡି ଜୋରଦାର
    ପ୍ରଚାର ଆରମ୍ଭ କରିଛି । ନିଜର
    ସମର୍ଥକମାନଙ୍କୁ ନେଇ ପ୍ରଚାର
    ମଇଦାନକୁ ଓହ୍ଲାଇଛନ୍ତି ବିଜେଡି
    ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ । ୫ ଟି
    ନବୀନ ଗ୍ୟାରେଣ୍ଟି ସହ ବିଜେଡି
    ସରକାରର ୨୫ ବର୍ଷର ବିକାଶ ବାର୍ତ୍ତାକୁ
    ପ୍ରାର୍ଥେୟ କରି ଘର ଘର ବୁଲି ଲୋକଙ୍କୁ
    ଭୋଟ ଭିକ୍ଷା କରୁଛନ୍ତି ମଞ୍ଜୁଳା ସ୍ୱାଇଁ ।
    ନବରନ୍‌ପୁର ଓ ମଙ୍ଗଳପୁର ଠାରେ
    ଜୋରଦାର ପ୍ରଚାର କରିଛନ୍ତି ବିଜେଡି
    ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ।