Search
Close this search box.

ଭଞ୍ଜନଗର ଉପଜିଲ୍ଲାପାଳକାର୍ଯ୍ୟାଳୟରେ ସୋରଡା, ଭଞ୍ଜନଗରଓ ଆସିକା ବିଧାନସଭା ଆସନ ପାଇଁପାର୍ଥୀପତ୍ର ଦାଖଲ

0
SHARES
9
VIEWS

ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ୨ ପ୍ରାର୍ଥୀ

ଭଞ୍ଜନଗର:ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଧବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥୁସହ ଆଜି ଠାରୁ
ନାମାଙ୍କନପତ୍ର ଦାଖଲ ଆରମ୍ଭ
ହୋଇଛି । ଭଞ୍ଜନଗର ଉପଜିଲ୍ଲାପାଳ
କାର୍ଯ୍ୟାଳୟରେ ସୋରଡା, ଭଞ୍ଜନଗର
ଓ ଆସିକା ବିଧାନସଭା ଆସନ ପାଇଁ
ପାର୍ଥୀପତ୍ର ଦାଖଲ କରାଯାଉଛି।
ତିନୋଟି ନିର୍ବାଚନ ମଣ୍ଡଳୀରୁ
ରାଜନୈତିକ ଦଳ ଓ ସ୍ଵାଧୀନ ପ୍ରାର୍ଥୀ
ଭାବେ ମୋଟ ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସିକା ସୋରଡ଼ା ପାଇଁ ଜଣେ ଲେଖାଏଁ ପ୍ରାର୍ଥ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଭଞ୍ଜନଗର ପାଇଁ କେହି ନାମାଙ୍କନ ଭରି ନଥିଲେ । ବହୁ ପ୍ରାର୍ଥ ନାମାଙ୍କନ ପତ୍ର ନେଇଥିବା ଜଣାପଡିଛି। ଆଜିଆସିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ
ଓ ବ୍ୟବସ୍ଥା ସୁରକ୍ଷା ପ୍ରାର୍ଥ ଭାବେ ସୁରଭି ବିଷୋୟୀ ନାମାଙ୍କନ ଦାଖଲ କରିଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ
ସ୍ଵାଧୀନ ପ୍ରାର୍ଥ ଭାବେ ଅବନୀ କୁମାର
ଗୟା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ
କରାଯାଇଥିଲା ବେଳେ ବ୍ୟବସ୍ଥା । କଡାକଡି କରାଯାଇଛି। ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପାର୍ଥପତ୍ର ଦାଖଲ କରିବା ପାଇଁ ବ୍ୟବସ୍ଥା ହୋଇଛି। ଗୋଟିଏ
କୋଠରୀରେ ସୋରଡା ଓ ଭଞ୍ଜନଗର
ଓ ଅନ୍ୟ କୋଠରୀରେ ଆସିକା
ବିଧାନସଭା ନାମାଙ୍କନ ଦାଖଲ ପାଇଁ
ବ୍ୟବସ୍ଥା ହୋଇଛି। ଉପଜିଲ୍ଲାପାଳ
ଅନୀଲ କୁମାର ସେଠୀ, ଅତିରିକ୍ତ
ଉପଜିଲ୍ଲାପାଳ ବିଶ୍ଵରଞ୍ଜନ କର ଓ
ତହସିଲଦାର ଉମାଶଙ୍କର ବେହେରା
ଓ ଅନ୍ୟାନ୍ୟ କର୍ମରରୀ ପରିସ୍ଖଳନା
କରିଥିଲେ।

    Related News

    Follow Us