ବାଲେଶ୍ୱର ଜିଲ୍ଲା ମହାରାଜପୁର ପଂଚାୟତ ରେ ଥିବା ମହାରାଜ ପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ 1989ମେଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀ ମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ଉକ୍ତ ଉତ୍ସବ ରେ ଅବସର ପ୍ରାପ୍ତ ଶିକ୍ଷକ,1989 ମେଟ୍ରିକ ବ୍ୟାଚ ର ଛାତ୍ର ଛତ୍ରୀ ଏବଂ ସ ପରିବାର ଙ୍କ ସମେତ ବର୍ତମାନ ର ପ୍ରଧାନ ଶିକ୍ଷକ ଓ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଆଲୁମିନିକମିଟି ସଭାପତି ଓ ସମ୍ପାଦକ ଙ୍କ ମିଳିତ ସହଯୋଗ ରେ ଉକ୍ତ ଉତ୍ସବ ଟି ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଅଛି l ଏଥିରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତୀଶ ଚନ୍ଦ୍ର ଦାସମହାପାତ୍ର, ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ନାରାୟଣ ପ୍ରସାଦ ପଣ୍ଡା, ନିରଞ୍ଜନ ମହାପାତ୍ର, ବଂଶୀଧର ବେହେରା, ଗୌର ହରି ପାଣିଗ୍ରାହୀ, ବର୍ତମାନ ର ପ୍ରଧାନ ଶିକ୍ଷକ ପ୍ରଦୀପ ଚନ୍ଦ୍ର ରଥ ଙ୍କ ଆଲୁମିନି ସଭାପତି ରବୀନ୍ଦ୍ର ମହାପାତ୍ର ଓ ସମ୍ପାଦକ ଦିନେଶ ଚନ୍ଦ୍ର ଶତପଥୀ ଆଦି ମଂଚାସୀନ ଥିବାର ଦୃଶ୍ୟମାନ ହେଉଥିଲା l ସର୍ବ ପ୍ରଥମେ ଗୁରୁମାନ ଙ୍କର ପଦପୂଜା କରି ମସ୍ତକ ରେ ଚନ୍ଦନ, ପୁଷ୍ପ ମାଲ୍ୟ ଅର୍ପଣ କରି ଛାତ୍ର ଛାତ୍ରୀ ମାନେ ଗୁରୁମାଙ୍କୁ ପ୍ରଣାମ କରି ସଭା ର ଆସରକୁ ସ୍ୱାଗତ କରି ପଛୁଡ଼ି ନେଇଥିଲେ ପରେ ମହାପ୍ରଭୁ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ଧୂପ ଦୀପ ପ୍ରଦାନ ପୂର୍ବକ ଉଦଘାଟନ କରାଯାଇଥିଲା l ସର୍ଗତ ଶିକ୍ଷକ ବୃନ୍ଦାବନ ତ୍ରିପାଠୀ ଓ ଦିବାକର ପଣ୍ଡା ଓ ସାଙ୍ଗ ବିଜୟ ଦାସ ଙ୍କ ପ୍ରତି ଏକ ମିନିଟି ର ନିରବ ପ୍ରାଥନା କରାଯାଇଥିଲା ତା ସହିତ
ଉତ୍ତରୀୟ ପ୍ରଦାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ ଶୋଭା ର ମୋହତ୍ୱ ଉପରେ ଗୁରୁଜୀ ମାନେ ଆଲୋକ ପାତ କରିବା ସହିତ ବର୍ତମାନ ସମାଜ ପାଈଁ ଗୁରୁ ଶିଷ୍ୟ ଙ୍କ ମଧ୍ୟ ରେ ଦୂରତ୍ୱ କୁ କମାଇବା ସହିତ ପରସ୍ପର ପ୍ରତି ସ୍ନେହ,ଶ୍ରଦ୍ଧା, ଭକ୍ତି, ଆନୁଗତ୍ୟ, ତ୍ୟାଗ ଓ ବନ୍ଧୁ ମାନଙ୍କ ମଧ୍ୟ ରେ ପରସ୍ପର ପ୍ରତି ଭଲପାଇବା ର ମନ୍ତ୍ର ଆଦି ର ବନ୍ଧୁ ମିଳନ ପର୍ବ ର ସୃତି ହୋଇ ରହିବ ବୋଲି ଶିକ୍ଷକ ମାନେ ଛାତ୍ର, ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ପିଲାମାନଙ୍କୁ ଆଜି ର ବିଶୃଙ୍କୁଳିତ ଅତ୍ୟାଧୁନିକ ସମାଜରେ ସମସ୍ତେ ଜଣେ ଜଣେ ଭଲ ମଣିଷ ଭାବରେ ଗଢି ହୋଇ ଛିଡାହେବାକୁ ଆଦେଶ ଓ ଆଶ୍ରିବାଦ କରିଥିଲେ l ସେମିତ ଉପସ୍ଥିତ ସମସ୍ତ ଛତ୍ର, ଛତ୍ରୀ ନିଜର ପରିଚୟ ପୂର୍ବକ ବୃତ୍ତି କାର୍ଯ୍ୟରତ ଅବସ୍ଥା ସହିତ ଦୀର୍ଘ ପଇଂତିରିଶ ବର୍ଷ ପୂର୍ବ ର ଇତିହାସ କୁ ମାନେ ପକାଇଁ ସମସ୍ତଙ୍କ ମଧ୍ୟରେ ପରସ୍ପର ଭାବ ର ଆଦାନ ପ୍ରଦାନ କରି ମନରେ ବହୁତ ଖୁସି ଅନୁଭବ ପୂର୍ବକ ଟିକେ ମଜା ମସ୍ତି ଉପଭଗ କରି ମଧ୍ୟାହ୍ନ ଭଜନ କରି ସାରି ସଭା ସାଙ୍ଗ କରିଥିଲେ ଉକ୍ତ ଉତ୍ସବରେ 1989 ବ୍ୟାଚ ରେ ଅଧିକାଂଶ ଛାତ୍ର ଛାତ୍ରୀ ଉପସ୍ଥିତି ରହି ଉତ୍ସବକୁ ଉପଭୋଗ କରି ଭବିଷ୍ୟତ ଜୀବନର ଏହା ଏକ ସ୍ମୃତି ର ପାହାଡ଼ ହୋଇ ରହିବ ବୋଲି ମତ ବେକ୍ତ ଦେଇଥିଲେ ଏହାଥିଲା ବନ୍ଧୁମାନଙ୍କ ମଧ୍ୟ୍ୟ ରେ “ବନ୍ଧୁ ପ୍ରେମ ଲାଗେ ଟିକେ ନିଆଁ ରା ଉକ୍ତ ଶୋଭା କୁ ଆୟୋଜନ କରିଥିବା ବନ୍ଧୁ ଙ୍କ ମଧ୍ୟରେ ଉଦ୍ୟକ୍ତl ଥିଲେ, ଦୟାନିଧି ଜେନା, ଉତ୍ତମ, ପ୍ରଦୀପ, ଅମରେନ୍ଦ୍ର ପାଣିଗ୍ରାହୀ ,ଏବଂ ଶୋଭା କୁ ପରିଚାଳନା କରିଥିଲେ ପ୍ରଫୁଲ୍ଲ ସିଅଳଓ ଚକ୍ରଧର ଦାସ ସମେତ ସମସ୍ତ ସାଙ୍ଗ ସାଥି ମାନଙ୍କ ର ସହଯୋଗ ଥିବା ବନ୍ଧୁମାନେ ହେଲେ ଝରଣା, କମଳା, ଵାଳା, ସ୍ଵାଗତିକା, ସୋରାଜିନୀ, ସୁରେଶ, ଚକ୍ରଧର, ବିଜୟ, ଅନାମ, ନିରଞ୍ଜନ, ଗଗନ, ଅରୁଣ, ଲଷ୍ମୀଧର, ଜଗନାଥ, କିଶୋରମୋହନ, ମୁକ୍ତିକାନ୍ତ, ରତ୍ନାକର, ସୁରେନ୍ଦ୍ର, ସୁଧୀର, ଅହଲ୍ୟା, ରଶ୍ମିରେଖା, ଆଦି ଛାତ୍ର,ଛାତ୍ରୀ ମାନେ ଉପସ୍ଥିତ ହୋଇ ମଜlମସ୍ତି ଭlଗନେଇ ଅନେକ ଉପଭଗ କରି ବହୁତ ବହୁତ ଖୁସି ସାଉଁଟି ଥିବାର ବର୍ଣନା କରି ସଭାସlଙ୍ଗ କରିଥିଲେ l