Search
Close this search box.

ବି ଏମ ସି ତରଫରୁ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

0
SHARES
39
VIEWS

ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବି ଏମ ସି ତରଫରୁ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ।
ବ୍ରହ୍ମପୁର, ଲାଞ୍ଜିପଲ୍ଲୀ କେଶବ ନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବି ଏମ ସି ତରଫରୁ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରତିଦିନ ସକାଳ 8.30 ମିନିଟ୍ ଠାରୁ 11 ଟା ପର୍ଯ୍ୟନ୍ତ ଯୋଗ କାର୍ଯ୍ୟକ୍ରମ ଚାଲୁରହିଛି।ପ୍ରତିଦିନ ଅଞ୍ଚଳବାସୀ ଯୋଗ କାର୍ଯ୍ୟ କ୍ରମରେ ଯୋଗଦାନ କରି ସଂକଳ୍ପ ନେଇଛନ୍ତି ଯେ ଆମେ ସବୁବେଳେ ଯୋଗ କରି ଆମ ଶରୀରକୁ ସୁସ୍ଥ ଓ ନିରାମୟ ରଖିବୁ।ଏହି କାର୍ଯ୍ୟକ୍ରମ କୁ ହସ୍ପିଟାଲ ର ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ପରିଡ଼ା ଏବଂ ସମସ୍ତ କର୍ମଚାରୀ ମାନେ ପରିଚାଳନା କରୁଛନ୍ତି।

    Related News

    Follow Us