Search
Close this search box.

ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

0
SHARES
30
VIEWS

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କୁଳିଢିଆ ଅଭ୍ୟାରଣ୍ୟ ଅନ୍ତର୍ଗତ,, ଦେବଗିରି ପାହାଡ଼ ପାଦଦେଶ ଠାରେ ଆଦିବାସୀ ଜନଵସତି ଗୁଡ଼ିଖୁଳା ଠାରେ, ଜଙ୍ଗଲ କୁ କିପରି ନିଆଁ ଦାଉରୁ ରକ୍ଷା କରିବା ଓ ବନ୍ୟଜନ୍ତୁ ଶିକାର ନକରି, ନିଜେ ସୁରକ୍ଷିତ ରହିବା ସହିତ ସେମାନଂକୁ ସୁରକ୍ଷା ଯୋଗାଇଦେବା ଉଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,,ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ଭାଗ୍ୟଶ୍ରୀ ଦିବେଦୀ ସଭାପତିତ୍ବ ରେ ମୁଖ୍ୟଅତିଥି ଭାବେ ଶ୍ୟାମସୁନ୍ଦର ପୁର ସରପଞ୍ଚ ପୁରସ୍ତମ ସେଠି,ଯୋଗଦାନ ଦେଇ ଜଙ୍ଗଲ ସୁରକ୍ଷା ବିଷୟରେ ଉପସ୍ଥିତ ରହିଥିବା, ଜନସାଧାରଣ ମାନଂକୁ ଅଭିଭାଷଣ ମାଧ୍ୟମରେ ସଚେତନତା କରେଇଥିଲେ,,ମୁଖ୍ୟବକ୍ତା ରେଞ୍ଜର ପ୍ରବୀର ମୁର୍ମୁ ଯୋଗଦାନ ଦେଇ ଗଛ ହିଁ ଜୀବନ ଓ ଜଙ୍ଗଲ ରକ୍ଷା ଜୀବନ ସୁରକ୍ଷା ବିଷୟରେ ନିଜ ବକ୍ତବ୍ୟ ସଚେତନତ କରେଇଥିଲେ,ସଂମ୍ମାନିତ ଅଥିତି ଭାବେ ପକ୍ଷୀ ବିଶେଷଜ୍ଞ ତଥା ଟ୍ୱରିଷ୍ଟ ଗାଇଡି ମୋନରୋଞ୍ଜନ ଦାଶ ଯୋଗଦାନ ଦେଇ, ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବ ପଡିବା ଦ୍ୱାରା,, ଜଙ୍ଗଲ କୁ କିପରି ନିଆଁ ଦାଉରୁ ରକ୍ଷା କରିବା ସହିତ,ବନ୍ୟଜନ୍ତୁ ଗୁଡିକୁ ସୁରକ୍ଷା ଦେବା ଶହ ଅନ୍ୟ ଜନସାଧାରଣ ମାନଂକୁ ସଚେତନତା କରେଇବା ନେଇ ବାର୍ତା ପ୍ରଦାନ କରିଥିଲେ,,ଶେଷରେ ସମିତିସଭ୍ୟ ଭୋଳାନାଥ ମାଝୀ,ଧନ୍ୟବାଦ ଭାଷଣ ଦେଇଥିଲେ, ତେଣୁ ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟାନ ଙ୍କ ମଧ୍ୟରେ ଜଙ୍ଗଲ କମିଟି ର ସଭାପତି ଲକ୍ଷ୍ମୀଧର ସ,,ରାମଚନ୍ଦ୍ର ସିଂ, ଜଟିଳ ସିଂ,ମାଧୁରୀ ସିଂ, ସୁକୁରି ସିଂ,ୱାର୍ଡ ସଭ୍ୟ ଅମ୍ରିତା ସିଂ ଙ୍କ ଶହ ଶହେ ରୁ ଉର୍ଦ୍ଧ ଲୋକ ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିଲେ, ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।

    Related News

    Follow Us