Search
Close this search box.

ଝିଅ ବଞ୍ଚାନ୍ତୁ….. ଝିଅ ପଢାନ୍ତୁ କାର୍ଯ୍ୟକ୍ରମ ଅନୁଷ୍ଠିତ

0
SHARES
10
VIEWS

କଳିଙ୍ଗ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ଝିଅ ବଞ୍ଚାନ୍ତୁ… ଝିଅ ପଢ଼ାନ୍ତୁ.. କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି 🙏🙏ଆଜି 10.3.24 ସକଲେ 10.30 ଘଟିକା ରେ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ଭୁବନେଶ୍ବର ଠାରେ ଆମର ଝିଅ ବଞ୍ଚାନ୍ତୁ.. ଝିଅ ପଢ଼ାନ୍ତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସଭାପତି ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ମନୋଜ ରାଉଳ ଉପଦେଷ୍ଟା ଦିଲ୍ଲୀପ ପଟ୍ଟନାୟକ ବିପିନ ବିହାରୀ ସାହୁ ରଞ୍ଜନ ସାମଲ, ଅଭିନନ୍ଦନ ଦାସ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ କୁ ଉଦଘାଟକ ଭାବେ ଡା ଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଶ୍ରୀ ଅମିୟ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଡା ଯଶୋବନ୍ତ ମହାପାତ୍ର ଶ୍ରୀମତୀ ଶାସ୍ୱତୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ପ୍ରଫେସର ବିଷ୍ନୁ ପ୍ରିୟା ଓତା ଆଲୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ, ପ୍ରଥମେ ଭଜନଝିଅ କାର୍ଯ୍ୟକ୍ରମ କରାଯାଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇ ଥିଲା,ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ଙ୍କ 136 ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା, ଅସୁସ୍ଥତା ଯୋଗୁ କଳିଙ୍ଗ ରତ୍ନ ସମ୍ମାନ ରେ ସମ୍ମାନିତ ହେବାକୁ ଥିବା ଡାଃ ଶଙ୍କର ରାମଚନ୍ଦାନି ଆସି ପାରି ନ ଥିବାରୁ ଡାଃ ଶ୍ରୀମତୀ ମେହର କଳିଙ୍ଗ ରତ୍ନ ସମ୍ମାନ ଗ୍ରହଣ କରିଥିଲେ, ସମସ୍ତେ ଡାଃ ରାମଚନ୍ଦାନି ଙ୍କ ସେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ, ଡାଃ ଚନ୍ଦନ ପଣ୍ଡା ସେବା ଗୌରବ ସମ୍ମାନରେ ସମ୍ମାନୀତ ହୋଇ ଥିଲେ ଓଡ଼ିଶା ର ବିଭିନ୍ନ ଜିଲାରୁ ଆସିଥିବା ମହିଳା ଉଦ୍ୟୋଗି ମାନଙ୍କୁ ସେବା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା, ଭଜନ କଳାକାର ଦୁଇ ଜଣ କୁ ସମ୍ମାନିତ କରାଯାଇଥିଲା ଏହି ସମ୍ମାନଜନକ କଳିଙ୍ଗ ରତ୍ନ ଓ “ସେବା ଗୌରବ ସମ୍ମାନ” ଗ୍ରହଣ କରୁଥିବା ବ୍ୟକ୍ତି ଓ ମହିଳା ଙ୍କୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ରୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରାଯାଇ ଥିଲା ଅନାମିକା ସ୍ଵାଇଁ ପଟନାୟକ କେ ଲକ୍ଷ୍ମୀନାରାୟଣ, ଭାରତି ଭୂଷଣ ପଟନାୟକ ପ୍ରମୁଖ ଭଜନ ପରିବେଷଣ କରିଥିଲେ , ଭୁବନେଶ୍ବର ଲେଡିଜ ଫୋରମ ସମ୍ମାନିୟ ମହିଳା ସଦସ୍ୟା ମାନେ ଅତି ସୁନ୍ଦର ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଡ଼ ନାରାୟଣ ମହାପାତ୍ର ସଭାପତି କଳିଙ୍ଗ ଚାରି ଟେବୁଲ ଟ୍ରଷ୍ଟ ଭୁବନେଶ୍ବର ଓଡିଶା

    Related News

    Follow Us