Search
Close this search box.

ପଂଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0
SHARES
7
VIEWS

ପଂଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ,ଶ୍ୟାମସୁନ୍ଦର ପୁର କଣ୍ଠିଆଟିକର ଠାରେ ପଂଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି,, ଆଜି ସେମିଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ରୂପେ,, ନୀଳଗିରି ବିଜେଡି ମୁଖ୍ୟ ତଥା ଜିଲ୍ଲା ବିଜେଡି ର ଉପସଭାପତି,,ସନ୍ତୋଷ ଖଟୁଆ ଯୋଗଦାନ ଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରି,, ଆୟୋଜନ କରିଥିବା ଆସୋସିଏସନ ର ସମସ୍ତ ସଦସ୍ୟ ମାନଂକୁ ଧନ୍ୟବାଦ ଜଣାଇବା ଶହ,, ଉପସ୍ଥିତ ରହିଥିବା ଖେଳାଳି ମାନଂକୁ ଶୁଭେଚ୍ଛା ଜଣାଇ ଥିଲେ,ଏବଂଗ୍ରାମ୍ୟ ଅଂଚଳ ମାନଙ୍କ ରେ ଏହିପରି ଖେଳ ଆୟୋଜନ କରାଯିବା ଦ୍ୱାରା,, ଖେଳାଳି ଙ୍କ ମଧ୍ୟରେ ମୈତ୍ରୀ ଭାବ ଶହ ଭାଇ ଚାରା ଭାବ ଜାତ ହେଉଅଛି,,ଏବଂ ଅଂଚଳ ତଥା ସମାଜ କଲ୍ୟାଣ ଦିଗରେ ନୂଆ ଭିନ୍ନ ମୋଡ଼ ନେଉଅଛି,, ଏବଂ ଉକ୍ତ ଅଂଚଳ ପାଇଁ ଏକ କ୍ରିକେଟ ଷ୍ଟାଡିୟମ ନିହାତି ଆବଶ୍ୟକ ଯାହା ଦ୍ୱାରା କ୍ରିକେଟର ଭଲ ଖେଳି ଜିଲ୍ଲା କିମ୍ବା ରାଜ୍ୟସ୍ତର ରେ ନିଜ ନାମ ଶହ ଅଂଚଳ ରେ ନାମକୁ ବଜାୟ ରଖିପାରିବେ ବୋଲି ଶ୍ରୀ ଖଟୁଆ କହିଥିଲେ,, ଏବଂ ନିଜ ବକ୍ତବ୍ୟ ରେ ଖେଳାଳିଙ୍କୁ ଉତ୍ସାହ କରିଥିଲେ,,ଏବଂ ଷ୍ଟାଡିୟମ କିପରି ପ୍ରଶାସନ ତରଫରୁ କରାଯାଇ ପାରିବ ସେନେଇ ଶ୍ରୀ ଖଟୁଆ ଗୁରୁତ୍ୱ ଆରୋପ କରିବେ ବୋଲି ସାଧାରଣ ରେ କହିଥିଲେ,, ତେଣୁ ଉକ୍ତ ଟୁର୍ଣ୍ଣାମେଣ୍ଟ ର 15ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ,15ଦିନ ଯାକ ଏହି ଖେଳ ଖେଳାଯାଇଥିଲା,, ଆଜିର ମ୍ୟାଚ ମହାବୀର ଫାଇଟର ଶହ ଗୁଲାବନ୍ଧ ଶହ ଖେଳାଯାଇଥିଲା, ଅନ୍ୟ ଅତିଥି ଙ୍କ ମଧ୍ୟରେ ବିଜେଡି ପଂଚାୟତ ସଭାପତି କପିଳ ସାମଲ, କମଳାକାନ୍ତ ପରିଡା, ଦୁଷ୍ମନ୍ତ ମହାପାତ୍ର,ଅଜୟ ମହାଳିକ, ବାପୁଗୋ ସ୍ୱାମୀ, ବାବୁଲି ବାରିକ, ବଳରାମ ମହାରଣା, ଆସୋସିଏସନ ପକ୍ଷରୁ ବୈକୁଣ୍ଠ ବେହେରା, କମଳାକାନ୍ତ ବେହେରା, ବ୍ରହ୍ମନନ୍ଦ ବେହେରା କାଁହ୍ନୁ ବେହେରା, ତପନ ବେହେରା ପ୍ରମ୍ମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ , ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।

    Related News

    Follow Us