Search
Close this search box.

ଚମକପୁର ଗ୍ରାମପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

0
SHARES
51
VIEWS

ଯୋଡା,୧୬/୨(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଚମକପୁର ଏବଂ କଣ୍ଡରା ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅରୁଣିମା ସାହୁ ଯୋଗଦେଇଥିବା ବେଳେ ଚମକପୁର ସରପଞ୍ଚ ସକୁନ୍ତଳା ନାଏକ, ନାଏବ ସରପଞ୍ଚ ଅର୍ଜୁନ ଚରଣ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ନାଏକ, ପୂର୍ବାଚନ ସରପଞ୍ଚ ପ୍ରଭାକର ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ସାହୁ ପ୍ରମୁଖ ଯୋଗଦେଇଥିଲେ । ପାଲା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ସହିତ ଅତିଥି ମାନେ ମହିଳା ସଶକ୍ତିକରଣ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ଧାର୍ମିକ ସ୍ଥଳ ଗୁଡିକର ରୂପାନ୍ତରିକରକଣ, ବିଭିନ୍ନ ଭିତ୍ତିଭୂମିର ବିକାଶ, ବିଦ୍ୟାଳୟ ଗୁଡିକର ରୂପାନ୍ତରିକରଣ, କ୍ରିଡା ଭୂତ୍ତିଭୂମିର ବିକାଶ ପ୍ରଭୁତି ନବୀନ ସରକାରଙ୍କର ଲୋକାଭୂମିଖି ବିକାଶ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଛାତ୍ର, ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

    Related News

    Follow Us