Search
Close this search box.

ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ଆଜି ଠାରୁ

0
SHARES
75
VIEWS

ସାରା ରାଜ୍ୟରେ ଆଜି ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅନୁରୂପ ଭାବେ ବାଲୁଗାଁ ମହାବିଦ୍ୟାଳୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଆଜି ବିଜ୍ଞାନ ବିଭାଗର ପ୍ରଥମ ଦିବସରେ ମାତୃଭାଷା ସାହିତ୍ୟ ରହିଥିଲା।ସମସ୍ତ ଛାତ୍ର ଛାତ୍ରୀ ଅତି ଆନନ୍ଦର ସହ ପରୀକ୍ଷା ସାରି ଫେରୁଥିବା ବେଳେ ଦୀର୍ଘ ଦିନ ଧରି କଲେଜରେ ଚାଲିଥିବା ନୂଆ -ଓ କାର୍ଯ୍ୟକ୍ରମ ଯୋଗୁ ପାଠ ପଢାରେ ବହୁତ ବ୍ୟାଘାତ ହୋଇଛି।କଲେଜ ପକ୍ଷରୁ ପରୀକ୍ଷା ଗୃହରେ ଶାନ୍ତି ଶୃଙ୍ଖଳା ଅବଲମ୍ବନ କରିବା ସହ କପି ରୋକିବା ଦିଗରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୁପରି ଟେଣ୍ଡେନ୍ ଡକ୍ଟର ଜୟନ୍ତୀ ସାମଲ୍ କହିଛନ୍ତି।କଲେଜ ରେ ୮୦ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୨ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଅଧ୍ୟକ୍ଷା ଡକ୍ଟର କଲ୍ପନା ଦାସ ସୂଚନା ଦେଇଛନ୍ତି।

    Related News

    Follow Us